ଘରେ କେହି ନଥିଲେ, ଅଧ ରାତିରେ ବୋହୂର ଶୋଇବା ଘରେ ପଶିଲା ଶ୍ୱଶୁର, ବୋହୂର ବେଡ୍‌ସିଟ୍‌ ଉଠାଇ...

 
Sasura Bohu

ବେକରେ ଜୋତା ମାଳ, ଗୋଡ଼ରେ ବନ୍ଧା ହୋଇଛି ପ୍ଲାଷ୍ଟିକ ଦୌଡ଼ି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ମଧ୍ୟ କହିବେ ଯେ ଏ ଲୋକ ଏମିତି କଣ କରିଛି ଯେ ତାଙ୍କୁ ଏପରି ଶାସ୍ତି ଦିଆଯାଉଛି । ପ୍ରକୃତରେ ଇଏ ଏମିତି କାମ କରିଛନ୍ତି ଯେ ଯେଉଁଥିପାଇଁ ତାଙ୍କୁ ଦିଆଯାଉଛି ଏମିତି ଦଣ୍ଡ ।

ଘସଜ

ଏହି ଘଟଣାଟି ହେଉଛି ଉଦଳାର । ଯେଉଁଠାରେ ଶଶୁର ନିଜ ବୋହୂ କୁ କରିବାକୁ ଚେଷ୍ଠା କରୁଥିଲା ଦୁଷ୍କର୍ମ । ସ୍ୱାମୀ କିମ୍ବା ଶାଶୁ ନଥିଲେ ଘରେ... ବୋହୂ ଶୋଇବା ଘରେ ଏକୁଟିଆ ଶୋଇଥିଲେ । ଏବଂ ଏହାର ସୁଯୋଗ ନେଇ ଶଶୁର ବୋହୂକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲେ ।

ଯେତେବେଳେ ବୋହୂ ଶଶୁରଙ୍କ ମନ୍ଦ ଉଦ୍ଦେଶ୍ୟ ବିଷୟରେ ଜାଣିବାକୁ ପାଇଲେ, ସେ ସଙ୍ଗେ ସଙ୍ଗେ କୌଶଳକ୍ରମେ ଘରୁ ବାହାରକୁ ଯାଇ ବାପାଙ୍କ ଘରକୁ ପଳାଇଲେ । ଝିଅ ପରିବାର ସଦସ୍ୟଙ୍କୁ ଘରେ ଯାହା ଘଟିଥିବା ଘଟଣା ବିଷୟରେ କହିଲା । ସବୁକିଛି ଜାଣିବା ପରେ ବାପା ଙ୍କ ଘରର ଲୋକମାନେ ତାଙ୍କ ସ୍ୱାମୀ ଏବଂ ଶଶୁରଙ୍କୁ ବାପାଙ୍କ ଘରକୁ ଡାକିଲେ ।

ବାପଘର ପାଖରେ ପହଞ୍ଚିବା ପରେ ଶଶୁରଙ୍କ ପୂରା କାରନାମା ସମ୍ପର୍କରେ ବୁଝିବା ସହିତ ଶଶୁରଙ୍କୁ ଏପରି ଭାବେ ବାନ୍ଧି ପକାଇଥିଲେ ବାପଘର ଲୋକେ । ଲୋକମାନେ ପାଦରେ ପ୍ଲାଷ୍ଟିକ୍ ଦଉଡି ବାନ୍ଧି ବେକରେ ଜୋତା ଓ ପାଛିଆ ମାଳ ପିନ୍ଧାଇ ଦେଇଥିଲେ । ଏହା ସତ୍ୱେ ତାଙ୍କୁ ନିର୍ଘାତ ମାଡ ମଧ୍ୟ ମାରାଯାଇଥିଲା । କାମୁକ ଶଶୁରଙ୍କ ଏପରି ସମ୍ପର୍କର ଖବର ଶୁଣି ଗାଁରେ ଏକ କଙ୍ଗାରୁ କୋର୍ଟର ଆୟୋଜନ କରାଯାଇଥିଲା ।

ରପିଏ

ପରେ ଗାଁର ଲୋକମାନେ ତାଙ୍କୁ ବାନ୍ଧି ପିଟିଥିଲେ । ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ କରିଥିଲା । ହେଲେ ପୁଅ-ସ୍ତ୍ରୀଙ୍କ ଅନୁପସ୍ଥିତିରେ ଶଶୁର ବୋହୂ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଆଲୋଚନା ହେଉଛି ।