ଦେଖନ୍ତୁ ଭିଡ଼ିଓ: ପବ୍ଲିସିଟି ପାଇଁ ଡ୍ରାମା ଚାଲିଛି, "ମୋ ନ୍ୟୁଜ ବାହାର କରିଲେନି ବୋଲି ପିଣ୍ଟୁକୁ ଦେଇଥିବା 50 ହଜାର ଚେକ୍ ବାଉଁଶ କରିଦେଲି"

 
Pintu Nanda

ନ୍ୟୁଜ ଚ୍ୟାନେଲ ଆଗରେ ଏହି ବ୍ୟକ୍ତି ଜଣକ କହିଲେ ଅଭିନେତା ପିଣ୍ଟୁ ନନ୍ଦ ତାଙ୍କର ବଡ଼ ଭାଇ ପରି ହେବେ ଏବଂ ସେ ଜଣେ ଭଲ କଳାକାର ଅଟନ୍ତି। ତାଙ୍କୁ ସେ ହୃଦୟରୁ ବହୁତ ଭଲ ପାଆନ୍ତି। ଅଭିନେତା ପିଣ୍ଟୁ ଦିଲ୍ଲୀ ଯିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ହସ୍ପିଟାଲ୍ କୁ ଯାଇଥିଲେ। ବହୁତ ଲୋକମାନେ ମଧ୍ୟ ସନ୍ଧ୍ୟା ସମୟରେ ଯାଇ ଅଭିନେତା ପିଣ୍ଟୁ ଙ୍କୁ ଦେଖା କରିଥିଲେ। ବ୍ୟକ୍ତି ଜଣଙ୍କ ସେଠାରେ ଦେଖିଲେ ଯେ ପ୍ରଯୋଜକ ସୁଧାଂଶୁ ମହାନ୍ତି ମଧ୍ୟ ସେଠାରେ ଥିଲେ।

Pintu nanda

ଏହି ବ୍ୟକ୍ତି ଅଭିନେତା ପିଣ୍ଟୁ ଙ୍କୁ କେତେ ଟଙ୍କା ଦେବେ ବୋଲି ପ୍ରଯୋଜକ ସୁଧାଂଶୁ ପଚାରି ଥିଲେ। ଏହାଶୁଣି ସୁଧାଂଶୁ 10,000 ଟଙ୍କା ଦେବେ ବୋଲି କହିଥିଲେ। କିଛି ସମୟ ପରେ ବବି ଭାଇ ସହିତ ଆଲୋଚନା କରି 50 ହଜାର ଟଙ୍କା ଦେବେ ବୋଲି କହିଲେ। ଚେକ୍ ରେ ପଚାଶ ହଜାର ଟଙ୍କା ଲେଖି ଅଭିନେତା ପିଣ୍ଟୁ ଙ୍କୁ ଦେଇଥିଲେ। ସେଠାରେ ଅଭିନେତ୍ରୀ ରାଣୀ ପ୍ରିୟ ଦର୍ଶିନି ମଧ୍ୟ ପାଞ୍ଚ ହଜାର ଟଙ୍କା ଦେଇଥିଲେ। ଯେଉଁମାନେ ସେଠାକୁ ଆସିଥିଲେ ସେମାନେ ମଧ୍ୟ ଅଭିନେତା ପିଣ୍ଟୁ ଙ୍କୁ ହାତରେ ଦେଇଥିଲେ।

ବ୍ୟକ୍ତି ଜଣଙ୍କ ଏହା ଦେଖି ବହୁତ ଭଲ କଥା ବୋଲି କହିଲେ କାରଣ ଜଣେ ପ୍ରଯୋଜକ ପଚାଶ ହଜାର ଟଙ୍କା ସାହାଯ୍ୟ କରିଲେ ତେଣୁ ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ପ୍ରଯୋଜକ ମାନେ ଏହାଦ୍ବାରା ଶିଖନ୍ତୁ। ଏହାପରେ ବ୍ୟକ୍ତି ଜଣଙ୍କ ଖୁସି ହୋଇ ଘରକୁ ଚାଲି ଆସିଲେ। ଏହାପରେ ବବି ମିଶ୍ର ବ୍ୟକ୍ତି ଙ୍କୁ କଲ୍ କରିଥିଲେ ଯେ ପ୍ରଯୋଜକ ସୁଧାଂଶୁ ଙ୍କ ଚେକ୍ ବାଉଁଶ ହୋଇଯାଇଛି କାରଣ ତାଙ୍କ ଆକାଉଣ୍ଟ ରେ ମାତ୍ର ୧୦୮ ଟଙ୍କା ଅଛି। ସେ ୫୦ ହଜାର ଟଙ୍କା ଦେଲେ ନାହିଁ।

ବବି ମିଶ୍ର କହିଛନ୍ତି ଯେ ସେ ଏହି ଘଟଣା ପାଇଁ ଅଭିନେତା ପିଣ୍ଟୁ ନନ୍ଦ ବହୁତ ମନ ଦୁଃଖ କରୁଛନ୍ତି। କିନ୍ତୁ ବ୍ୟକ୍ତି ଜଣଙ୍କ ଯେତେବେଳେ ପ୍ରଯୋଜକ ଙ୍କୁ କଲ୍ କରିଲେ ସେ କହିଲେ ଆପଣଙ୍କ ଚେକ୍ ବାଉଁଶ ହୋଇଯାଇଛି । ଏହି ଶୁଣି ସୁଧାଂଶୁ କହିଲେ ପଚାଶ ହଜାର ଟଙ୍କା ଦେଲା ପରେ ତାଙ୍କର ନିୟୂଜ୍ କେହି କରିଲେ ନାହିଁ। ସେଥିପାଇଁ ମୁ ବାଉଁଶ କରିଦେଲି।