ଦେଖନ୍ତୁ ଭିଡିଓ: "ଭାଇ ତୁ ମତେ ବଦନାମ କରେନା, ତୋ ଗୋଡ଼ ଧରି ଭୁଲ ମାଗୁଛି" କାନ୍ଦି କାନ୍ଦି ଏମିତି କାହିଁକି କହିଲେ ସସ୍ମିତା?

 
Sasmita

ସୋସିଆଲ ମିଡ଼ିଆ ରେ ଜଣେ ଭିକାରୁଣୀ ଵର୍ତମାନ ଭାଇରାଲ ହୋଇଥିଲେ, ଯାହାଙ୍କ କଣ୍ଠ ରେ ଥିଲା ଅଦ୍ଭୁତ ସ୍ୱର । ଯିଏ ନିଜ ମଧୁର ସ୍ୱର ପାଇଁ ବହୁତ ପ୍ରସିଦ୍ଧ ହୋଇଛନ୍ତି। ଆଉ ଏବେ ସେ ଷ୍ଟୁଡ଼ିଓରେ ଗୀତ ମଧ୍ୟ ଗାଇଛନ୍ତି। 

Sasmita

ଗୀତ ଗାଇ ଯେଉଁ ଟଙ୍କା ପାଇଛନ୍ତି ତାହା ନିଜ ଘର ତିଆରି କରିବାରେ ଲଗାଇବେ ବୋଲି କହିଥିଲେ । ତାହାଲେ ଏହି ଭିକାରୁଣୀ ନାମ ସସ୍ମିତା ଏବଂ ସେ ଏବେ ଜଣେ ରିପୋର୍ଟରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଜଣେ ରିପୋର୍ଟର ମୋ ଟଙ୍କା ଖାଇଦେଇଛନ୍ତି ଏବଂ ଫେରାଉ ନାହାନ୍ତି ।

ସେ ଆଗକୁ କହିଛନ୍ତି ଯେ "ରିପୋର୍ଟର ଜଣେ ମତେ ସାହାଯ୍ୟ କରିବା ବାହାନାରେ ମୋ ଠାରୁ ଟଙ୍କା ଲୁଟିଦେଇଛନ୍ତି । ଏହାପରେ ଅନେକ ଲୋକ ସେହି ରିପୋର୍ଟରଙ୍କୁ ଖରାପ ବ୍ୟବହାର କରୁଛନ୍ତି । 

ଏହି ଖବର ଶୁଣି ରିପୋର୍ଟର ଜଣକ କହିଥିଲେ ଯେ ”ଏହି ଦୁନିଆ ରେ କାହାକୁ ସାହାଯ୍ୟ କଲେ କେତେ ଖରାପ ହୋଇପାରେ ତାହା ମୁଁ ଏବେ ଜାଣି ଗଲିଣି । ମୁଁ ଯେତେବେଳେ ଦେଖିଲି ଯେ ଜଣେ ଭିକାରୁଣୀ ମନ୍ଦିର ବାହାରେ ବସି ଭିକ ମାଗୁଛନ୍ତି ଆଉ ଗୀତ ଗାଉଛନ୍ତି, ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ହାତ ବଢ଼ିଥିଲି ଏବଂ ତାଙ୍କ ଗୀତ କୁ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲି ।