ଦେଖନ୍ତୁ ଭିଡିଓ: ସ୍ୱାମୀ ଓ ଛୁଆକୁ ଛାଡି ପ୍ରେମିକ ସହିତ ଛୁ ମାରିଲେ ମହିଳା ,ସ୍ୱାମୀ ଘରେ ବସି କାନ୍ଦୁଛି, ଜାଣନ୍ତୁ ପୂରା ଘଟଣା

 
Swami

ନିଶ୍ଚିତ ଭାବରେ ଅନେକ ସମୟରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ର ଘଟଣା ସାମ୍ନାକୁ ଆସୁଥିବାର ଆପଣ ଦେଖିବାକୁ ପାଉଥିବେ। ଏଭଳି ଘଟଣା ଆଜିର ସମାଜରେ ଅନେକ ସମୟରେ ବୃଦ୍ଧି ପାଉଥିବାର ଲକ୍ଷ୍ୟ କରାଯାଏ ।

dg dt

ଅନେକ କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହିଯାଆନ୍ତି । ତେବେ ଆଜିର ଏହି ସମାଜରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ଲାଗିଥାଏ ।

ଦେଖନ୍ତୁ ଭିଡିଓ :-

ଆମେ ଦୁହେଁ ଦୁହିଁଙ୍କୁ ପରସ୍ପରକୁ ଭଲ ପାଇଲୁ ଏବଂ ଘରେ ମଧ୍ଯ୍ଯ ବାହାଘର ପାଇଁ ରାଜି ଥିଲେ । ବାହାଘର ଲଗ୍ନ ଧରାଗଲା । ବେଦୀ ବନ୍ଦା ଗଲା । ବାହାଘର ହେବାକୁ କିଛି ମାତ୍ର ସମୟ ବାକି ଥିଲା । ଦୁଇ ପରିବାର ମଧ୍ଯ୍ଯରେ ଝଗଡା ଆରମ୍ଭ ହୋଇଗଲା । ବାହାଗର ବନ୍ଦ ହୋଇଗଲା । ପରେ ଉଭୟ ପ୍ରମିକ ଓ ପ୍ରେମିକ ପୁଣି ଖୁସିରେ ରହୁଥିଲେ ।

ଆହୁରି ପଢନ୍ତୁ :- ଖରାଦିନରେ ବାତ୍ୟା ଭୟ, ୭ରେ ଲଘୁଚାପ, ୯ରେ ଘୁର୍ଣ୍ଣିଝଡ ବାତ୍ୟାରେ ପରିଣତ ହେବ, ଜାଣନ୍ତୁ ପୂରା ଖବର

ଆଜିକାଲି ଦୁନିଆରେ ବହୁତ ଅଦ୍ଭୁତ ଘଟଣା ପ୍ରତେକ ଦିନ ଘଟୁଛି । ଏପରି କି ବିବାହ ପରେ ମଧ୍ୟ ନିଜ ସ୍ୱାମୀ ଅଥବା ସ୍ତ୍ରୀ କୁ ଛାଡି ଆଉ କାହାକୁ ନିଜର ମନ ଦେଉଛନ୍ତି । ସେହିପରି ଏକ ଅଭିନବ ଘଟଣା ବାଲେଶ୍ଵର ଜିଲ୍ଲା ନିଳଗିରି ଅଞ୍ଚଳରେ ଘଟିଛି, ଯେଉଁଠାରେ ଜଣେ ଜଣେ ସ୍ତ୍ରୀ ନିଜ ଝିଅ ଓ ସ୍ବାମୀକୁ ଛାଡି ଆଉ କାହା ସହ ପଳେଇ ଯାଇଛି । କାରଣ ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ।

ବିବାହ କରି ତା'ପରେ ସେମାନେ ଭୁବେନଶ୍ବରର ଏକ ଘର ଭଡା ନେଇ ରହୁଥିଲେ । ତା'ପରେ କିଛି ଦିନ ସଂସାର କରିସାରିବା ପରେ ତାଙ୍କର ଝିଅ ଟିଏ ହେଲା । ତା'ପରେ ସ୍ତ୍ରୀ ଏବେ ଝିଅ ଓ ସ୍ବାମୀ କୁ ଛାଡି ଆଉ ଏକ ବିବାହିତ ପୁରୁଷ ସହ ପଳେଇ ଯାଇଛି ।