ଦେଖନ୍ତୁ ଭିଡ଼ିଓ: କାହାକୁ କଲେନି ଖାତିର୍, କାନ୍ଥରେ ଏମିତି ଘଷିହେଲେ ଲଭ୍ ବାର୍ଡ, କଟକର ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିଡ଼ିଓ ଭାଇରଲ

 
Couple

ବୟସ ଯେବେ ଅଠର ଡେଇଁ ଉଣେଶି ହୁଏ ସେତେବେଳେ ମନ ଭିତରେ କିଛି କିଛି ହୁଏ । କିଛି କରିବାକୁ ମନ କୁହେ ଯଦି ସେ ପୁଅ ତେବେ ଝିଅ ପ୍ରତି ଲାଳାୟିତ ହୁଏ ଏବଂ ଯଦି ଝିଅ ତେବେ ସେ ପୁଅ ପ୍ରତି ଆକର୍ଷିତ ହୁଏ ।

ଯୌବନ ଯେବେ ଆସେ ସବୁ ଲାଜ ସରମ କୁ କବର ଦେଇ ଆସେ । କଟକର ଏକ ବିଶ୍ବବିଦ୍ୟାଳୟର ଗୋଟିଏ ପ୍ରେମୀ ଯୁଗଳ ନିଜ ନିଜ ଭିତରେ କୁହୁଁଲୁ ଥିବା ନିଆଁକୁ ପ୍ରଶମିତ କରିବା ପାଇଁ ଏକାଠି ହୁଅନ୍ତି ଆଉ ସମସ୍ତ ସୀମା ଅତିକ୍ରମ କରନ୍ତି ।

Couple

ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣା ପଡୁଛି ଯେ, ଜଣେ ପୁଅ ଆଉ ଜଣେ ଝିଅ କେମିତି ପ୍ରେମରେ ମାସଗୁଲ ଅଛନ୍ତି । ମୁହାଁ ମୁହିଁ ହୋଇ ଦୁହେଁ ପ୍ରେମ ସାଗରରେ ବୁଡି ଯିବାକୁ ଲମ୍ଫ ଦେଉଛନ୍ତି । ଆନମନା ଭାବନା ସାଙ୍ଗକୁ... ଅନାମିକା ନାୟିକା ତ ନୁହେଁ କଟକିଆ ପ୍ରେମିକା ସହ ଅନ୍ତରଙ୍ଗ ହେଉଛି ଦୁହିଁଙ୍କ ଭିଡ଼ିଓ ।

ମିଳିଥିବା ଖବର ଅନୁସାରେ ଭାଇରାଲ ହେଉଥିବା ଏହି ଭିଡିଓ କଟକର ଏକ କିମ୍ବଦନ୍ତୀ ଶିକ୍ଷା ଅନୁଷ୍ଠାନରେ । ଏହି ଶିକ୍ଷାନୁଷ୍ଠାନ ଏବେ କିଛି ଏମିତି କାମ ପାଇଁ ବଦନାମ ହେଉଛି ଯାହାକୁ ନେଇ ଆଲୋଚନା କଲା ବେଳେ ହିଁ ଲାଜ ଲାଗୁଛି । କିନ୍ତୁ ଏଠି ଲାଜ ସରମ ବୋଲି ଆଉ କିଛି ନାହିଁ, ଏଠି ସବୁ ଖୋଲା ମେଲା ରେ ଚାଲିଛି । ଯଦି ଏହା କେଉଁଠିକାର ଭିଡ଼ିଓ ଜାଣି ପାରୁଛନ୍ତି ତେବେ କମେଣ୍ଟ କରନ୍ତୁ ।