ଦେଖନ୍ତୁ ଭିଡିଓ : ବ୍ରହ୍ମପୁର ହସ୍ପିଟାଲରେ ଭୁତ, ସିସିଟିଭିରେ ହେଲା କଏଦ ! ଲୋକେ ଦେଖି ହେଲେ ତାଜୁବ୍

 
Bhuta

ଆପଣ ନିଶ୍ଚୟ ଭୂତମାନଙ୍କର ଅନେକ କାହାଣୀ ଶୁଣିଥିବେ । ଆପଣ ନିଶ୍ଚିତ ଭାବରେ ଲୋକଙ୍କ ପାଖରୁ ଏପରି ଅନେକ କାହାଣୀ ଶୁଣିଥିବେ, ଯାହା ଆପଣଙ୍କ ଲୋମ ଟାଙ୍କୁରୀ ଦେବ । ଯେଉଁମାନେ ଭୂତ ଏବଂ ଆତ୍ମାକୁ କେବେ ଅନୁଭବ କରିନାହାଁନ୍ତି ଏବଂ କେବଳ ସେମାନଙ୍କ ବିଷୟରେ ଶୁଣିଛନ୍ତି, ସେମାନଙ୍କ ପାଇଁ ଆମେ ଏପରି ଏକ ଭିଡିଓ ଆଣିଛୁ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ମିଡିଆ ରିପୋର୍ଟସ ଅନୁସାରେ ଜଣାପଡିଛି ଯେ, ବ୍ରହ୍ମପୁର ଜିଲ୍ଲାରେ ଥିବା ଏକ ହସ୍ପିଟାଲରେ ଭୁତ ରହିଛି ।

gftggj

ଏହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ମନେହେଉଥିବ, କିନ୍ତୁ ଏହା ସତ୍ୟ ଅଟେ । ଆଜି ଆମେ ଆପଣଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଖବର ଆସିଛି ଯେ ବ୍ରହ୍ମପୁର ର ଏମ.କେ.ସି.ଜି. ମେଡିକାଲରେ ଭୂତ ଅଛି । ଏମ.କେ.ସି.ଜି. ମେଡିକାଲର କାଜୁଆଲଟି ନିକଟ ପଞ୍ଚମ ମହଲାରେ ପ୍ରତିଦିନ ରାତିରେ କିଛି ଅଦ୍ଭୁତ ଶବ୍ଦ ଶୁଣାଯାଏ ।

ଦେଖନ୍ତୁ ଭିଡିଓ :-

ସେଠାରେ ରହୁଥିବା କିଛି ଶ୍ରମିକ ପ୍ରତିଦିନ ଏହି ଘଟଣା ଦେଖୁଥିଲେ । ଏହା ପରେ ସେମାନେ ଜାଣିବାକୁ ପାଇଲେ ଯେ ଭୂତ ସେହି ସ୍ଥାନରେ ବାସ କରେ । ମେଡିକାଲର ଅଧୀକ୍ଷକ ଏହାକୁ ଏକ ଗୁଜବ ବୋଲି କହିଛନ୍ତି । ତେବେ କିଛି ଲୋକ କହୁଛନ୍ତି ଯେ ଏହି ଘଟଣାର ଅନୁସନ୍ଧାନ କରାଯାଉ । କାରଣ ଆଜିର ଆଧୁନିକ ଦୁନିଆରେ ଅଧିକାଂଶ ଲୋକ ଭୂତ ବିଷୟରେ ଜାଣି ନାହାଁନ୍ତି ।

ty 65yu 55

କର୍ମଚାରୀମାନେ ଏହି ଅଜବ ଘଟଣାର ସମ୍ମୁଖୀନ ହେବାର କିଛି ଦିନ ପରେ ସେମାନେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏହା ବିଷୟରେ ଜଣାଇଲେ । ଘଟଣାର କିଛି ଦିନ ପରେ ମେଡିକାଲର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା । ମେଡିକାଲର ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ କିଛି ଅଜବ ଦୃଶ୍ୟ ସାମ୍ନାକୁ ଆସିଥିଲା । କିଛି ଆଲୋକ ସିସିଟିଭି କ୍ୟାମେରା ଦେଇ ଯାଉଥିବା ଦେଖାଯାଇଥିଲା ।

tgrh rtgh rth

ଆପଣ ଏହି ଫଟୋ ରେ ସେହି ଦୃଶ୍ୟ ଦେଖିପାରିବେ । ଏହି ସିସିଟିଭି ଫୁଟେଜ୍ ଦେଖି ଅଧିକାଂଶ ଲୋକ ଏହାକୁ ଭୂତ ବୋଲି କହୁଛନ୍ତି । ଡାକ୍ତରଖାନାରେ ଏହିପରି ଲାଇଟ ଯିବା କୌଣସି ଗୁଜବ ନୁହେଁ । ସେହି ଡାକ୍ତରଖାନାରେ ଭୂତ ଅଛି ବୋଲି ସିସିଟିଭି କ୍ୟାମେରା ଦେଖି ସ୍ପଷ୍ଟ ହୋଇଯାଉଛି । ଏହି ଘଟଣା ପରେ ସେଠାରେ ଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।