ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପ୍ରଶାସନିକ ଅଧିକାରୀ, ଜଣେ ଆଇଏସ ଓ ଆଉ ଜଣେ ଓଏସ୍, ଜାଣନ୍ତୁ ପୁରା ଖବର

 
Marriage
ଓଏସ ଅଧିକାରୀଙ୍କୁ ବାହା ହେଲେ ଆଇଏସ ଅଧିକାରୀ । ଆଇଏସ ଅମ୍ରିତ୍ ଋତୁରାଜ ଓ ଓଏସ୍ ଅମୄତା ପ୍ରିୟମ୍ବଦା ମିଶ୍ର ଦୁହେଁ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କର ବିଭାଘର କଟକର ଆକବରୀ ହୋଟେଲ୍ ରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା । 

ର

ଦୁହିଁଙ୍କ ବିବାହରେ ରାଜ୍ୟର ଅନେକ ଆଇଏସ ଅଫିସର୍ , ଓଏସ ଅଫିସର୍ , ନେତା , ମନ୍ତ୍ରୀ ତଥା ସାମ୍ବାଦିକ ଯୋଗ ଦେଇଥିଲେ । ସୂଚନା ଅନୁସାରେ ଅମ୍ରିତ୍ ବର୍ତ୍ତମାନ ଶ୍ରମ ଆୟୁକ୍ତ ବିଭାଗରେ କାର୍ଯ୍ୟରତ ଅଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଗୁରୁବାର ଦିନ ଏହି ଦୁଇ ପ୍ରଶାସନିକ ସେବା ଅଧିକାରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହାର ଭିଡିଓ ଏବେ କାଫି ଭାଇରାଲ ହେବାରେ ଲାଗିଛି । ଲୋକ ମାନେ ଏହି ଯୋଡ଼ି ଦୁଇଟିକୁ ବେଶ୍ ପସନ୍ଦ ବି କରିଛନ୍ତି ।