ରାତି ଅଧରେ ହୋଟେଲ ଭିତରେ ଚାଲିଥିଲା ସଂଭୋଗ, ଅଚାନକ ରୁମ୍ ଭିତରକୁ ପଶି ଆସିଲା ପୋଲିସ, ଆଉ ତାପରେ...

 
Sambhog

ବାହାରେ ହୋଟେଲ ଚାଲିଥିବାବେଳେ ଭିତରେ ଯୁବକ ଯୁବତୀ ଅଧା ରାତିରେ ନିଜ ଦେହର ସୁଖ ନେଉଥିଲେ ଖବର ପାଇଁ ପୋଲିସ ହୋଟେଲ ଉପରେ ଚଢ଼ାଉ କରିଥିଲା ହୋଟେଲ ଭିତରେ ଦୁଇ ଯୁବକ ଯୁବତୀ ଅସଞ୍ଜତ ଅବସ୍ଥାରେ ଶୋଇଥିବାର ଦେଖିଥିଲେ।

ହୋଟେଲ ଭିତରେ ଯୁବକ ଯୁବତୀ ନେଉଥିଲେ ଦେହର ସୁଖ !

ଦୁଇ ଯୁବକଙ୍କ ସହ ଦୁଇ ଯୁବତିଙ୍କୁ ନିଜ ଦେହର ସୁଖ ମେଣ୍ଟାଇବା ପାଇଁ ଏଭଳି ଏକ ନିରୋଳା ସ୍ଥାନ ବାଛି ନେଇଥିଲେ , କିନ୍ତୁ ପୋଲିସ ରାତି ଅଧରେ ହୋଟେଲ୍କୁ ଚଢ଼ାଉ  କରିଥିଲା ।

Racket

ହୋଟେଲଟି ବାହାରୁ ସାଧାସିଧା ଲାଗୁଥିବାବେଳେ ନିଜ ଦେହର ସୁଖ ମେଣ୍ଟାଇବା ପାଇଁ ଏହି ହୋଟେଲ୍କୁ ଯୁବଜ ଯୁବତୀ ଏହି ସ୍ଥାନକୁ ଧାଇଁଆସୁଛନ୍ତି । ବିନା କୌଣସି ପ୍ରତିବନ୍ଧକରେ ସାରା ରାତି ସେକ୍ସ କରୁଥିବାର ଜଣା ପଡିଛି ।

ବାହାରୁ ପାଠ ପଢିବାକୁ ଆସୁଥିବା ଛାତ୍ର ଛାତ୍ରୀ ଏହି ହୋଟେଲ ରେ ନିଜ ଦେହର ସୁଖ ମେଣ୍ଟାଇବା ପାଇଁ ଅନେକ ରାତି ବିତାଉଛନ୍ତି । ସୂଚନା ପାଇ ପୋଲିସ ରାତି ଅଧାରେ ତାରକା ହୋଟେଲ ଉପରେ ଚଢ଼ାଉ କରିଥିଲା।

ଢେଙ୍କାନାଳ ସହରରେ ଦେହଜୀବୀ ବ୍ୟବସାୟ ବହୁ ମାତ୍ରାରେ ଚାଲିଥିବେଳେ ପୋଲିସ ସୂଚନା ପାଇ ଦୁଇଟି ଜଣାଶୁଣା ହୋଟେଲ ଉପରେ ଚଢ଼ାଉ କରିଥିଲା ସେଠାରେ ପ୍ରେମୀଯୁଗଳଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲା ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିଥିଲା।ଏହି ଘଟଣା ବିଷୟରେ ତାଙ୍କ ଘରଲୋଙ୍କ ପଚରା ଉଚରା କରିବ ବୋଲି ମିଡ଼ିଆ ଆଗରେ ପ୍ରକାଶ କରିଥିଲା । ନିମାନୁଯାୟୀ 18 ବର୍ଷ ହେବା ପରେ ଯୁବକଯୁବତୀଙ୍କ ଆଧାର କାର୍ଡ ଏବଂ ଭୋଟର କାର୍ଡ  ପରେ ହୋଟେଲ ଭିତରେ ପଶିବାକୁ ସୁଯଗ ଦିଅନ୍ତୁ ବୋଲି ହୋଟେଲ୍ ମାନଙ୍କୁ ସୂଚନା ଦିଆଯାଇଛି ।