ଦେଖନ୍ତୁ ଭିଡିଓ: ବୋହୂକୁ ନିର୍ଯ୍ୟାତନା ଦେଇ ଲଢ଼ୁଛନ୍ତି ନିର୍ବାଚନ, ମୋତେ ମାଡ଼ ମାରୁଛନ୍ତି ବାହାରେ ଭଲେଇ ଦେଖେଇ ହେଉଛନ୍ତି

 
Adrija singhdeo

ଆସିଲା ବଡ ଅଭିଯୋଗ ! ରାଜପରିବାର ବୋହୂ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ । ବିଜେଡି ଦଳ ନାରୀ ନିର୍ଯାତନାକାରୀ ମାନଙ୍କୁ ସ୍ଥାନ ଦେଉଛି । ଅନେକ ଦିନ ଧରି ପରିବାରରେ ନିର୍ଯ୍ୟାତିତ ହେଉଥିଲେ ସେ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବଲାଙ୍ଗୀର ରାଜପରିବାର ବୋହୂ ଅଦ୍ରିକା ସିଂ ଦେଓ ଆଣିଛନ୍ତି ଏଭଳି ଏକ ବଡ଼ ଅଭିଯୋଗ । ଏତେ ଦିନ ଧରି ସେ ସାହି ଆସୁଥିଲେ ନିର୍ଯ୍ୟାତନା । ହେଲେ ବର୍ତ୍ତମାନ ଏଭଳି ଏକ ଭ୍ରଷ୍ଟାଚାରୀ ବ୍ୟକ୍ତି ରାଜନୀତିକୁ ଆସିଥିବାରୁ ଏବେ ମୁହଁ ଖୋଲିଛନ୍ତି ସେ ।

Adrija singhdeo

ଅଦ୍ରିକା ସିଂ ଦେଓ ନିଜ ସ୍ୱାମୀ , ଦେଢ଼ଶୁର ଓ ଶଶୁରଙ୍କ ନାମରେ ଆଣିଛନ୍ତି ଏଭଳି ଏକ ଅଭିଯୋଗ । ତାଙ୍କ ଘରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରନ୍ତି ଏବଂ ଅଧିକ ଯୌତୁକ ନ ଆଣିଥିବାରୁ ତାଙ୍କୁ ନିର୍ଯ୍ୟାତିତ ମଧ୍ୟ କରନ୍ତି । ବାହା ହୋଇ ଆସିବା ଦିନରୁ ସେ ଅନେକ ଦୁଃଖ ସହିଛନ୍ତି ।

ଏହି ସବୁ କଥା ସୋସିଆଲ ମିଡିଆରେ ସେ ନିଜେ କହିଛନ୍ତି ଏବଂ ବଲାଙ୍ଗିର ବାସୀଙ୍କୁ ଅନ୍ୟାୟର ସାଥ ନ ଦେବା ପାଇଁ ଗୁହାରି କରିଛନ୍ତି । ଏପରିକି ବିଜୁ ଜନତା ଦଳର ଏପରି ଲୋକଙ୍କୁ ଟିକେଟ ଦେବା କଥାକୁ ବି ସେ ନିନ୍ଦା କରିଛନ୍ତି ।