Non Teaching Post Recruitment: ଓଡ଼ିଶାର ଡିଗ୍ରୀ କଲେଜ୍ ରେ ମିଳୁଛି ବଡ ନିଯୁକ୍ତି, ପୂରଣ ହେବେ ଅନେକ ନନ୍-ଟିଚିଙ୍ଗ୍ ଷ୍ଟାଫ୍

 
Ssb recruitment odisha
ଆସିଲା ନୂଆ ନିଯୁକ୍ତି । ପୂରଣ ହେବ ୧୦୧ ପଦବୀ । ଏହି ନିଯୁକ୍ତି ଗୁଡ଼ିକ ଓଡ଼ିଶାର ବିଭିନ୍ନ ଡିଗ୍ରୀ କଲେଜ୍ ରହିଛି । ଯେଉଁଥିରେ ନନ୍ ଟିଚିଂ ପୋଷ୍ଟ ଗୁଡ଼ିକ ପୂରଣ ହେବ । ତେବେ ଯେଉଁମାନେ ନିଯୁକ୍ତି ସୁଯୋଗ ଖୋଜୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଅଟେ ।

R

ଆଗ୍ରହୀ ପ୍ରାର୍ଥୀ ମାନେ ୧୬ ମାର୍ଚ୍ଚ ୨୦୨୪ ରୁ ୧୫ ଏପ୍ରିଲ ୨୦୨୪ ମଧ୍ୟରେ ଅନଲାଇନ୍ ଆବେଦନ କରି ପାରିବେ । ଏଥି ପାଇଁ ସର୍ବନିମ୍ନ ବୟସ ୨୧ ରହିଥିବା ବେଳେ ସର୍ବାଧିକ ବୟସ ୩୪ ବର୍ଷ ରହିଛି । SC/ ST ଆଦି ମାନଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଥିବା ବେଳେ ସାଧାରଣ ବର୍ଗ ଓ OBC ମାନଙ୍କ ପାଇଁ ଏହା ୧୦୦୦ ଟଙ୍କା ରହିଛି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଥି ନିମନ୍ତେ ୩ ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା କରାଯିବ । ପ୍ରଥମେ ଲିଖିତ ପରେ ଦକ୍ଷତା ପରୀକ୍ଷା କରାଯିବ । ଏଥିରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କର ଶେଷ ପର୍ଯ୍ୟାରେ ପ୍ରମାଣ ପତ୍ର ଯାଞ୍ଚ ହେବ । ତେବେ ଜାଣନ୍ତୁ ଏହି ନିଯୁକ୍ତି ମାଧ୍ୟମରେ କେଉଁ ସବୁ ପଦବୀ ପୂରଣ ହେବ....

* ଜୁନିୟର ଆସିଷ୍ଟାଣ୍ଟ (୩୯ଟି) : ଗ୍ରାଜୁଏଟ

* ଶାରିରୀକ ଶିକ୍ଷକ : ଗ୍ରାଜୁଏସନ୍ ଡିଗ୍ରୀ ସହିତ ଶାରିରୀକ ଶିକ୍ଷାରେ ସାର୍ଟିଫିକେଟ 

* ଲାବ୍ରୋଟୋରୀ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର୍ : ଯେ କୌଣସି ବିଜ୍ଞାନ ବିଷୟରେ ଗ୍ରାଯୁଏଟ

ଅଧିକ ତଥ୍ୟ ପାଇଁ SSB ODISHA GOVT.in କୁ ଯାଇ ଲଗ ଇନ୍ କରନ୍ତୁ ।