ସାମ୍ନାକୁ ଆସିଲା ଅସଲି ସତ! ଜାଣନ୍ତୁ କାହିଁକି ପାଣ୍ଡିଆନ ଯୋଗ ଦେଲେ ରାଜନୀତିରେ?

 
Pandian bjd

ସାମ୍ନାକୁ ଆସିଛି ପାଣ୍ଡିଆନ ରାଜନୀତିରେ ଯୋଗ ଦେବାର ସତ୍ୟତା । କୁହାଯାଉଛି ପାଣ୍ଡିଆନ ନିଜ ପାଇଁ ନେଇଛନ୍ତି ଏପରି ପଦକ୍ଷେପ । ସମସ୍ତେ ବିଜେଡ଼ି ଦଳର ଉପର ଚିକ୍କଣକୁ ଦେଖନ୍ତି ହେଲେ ଭିତିରି କଥା ଜଣେ କିଏ । ଭିତରେ ଯେ କେତେ ଦଳ କନ୍ଦଳ ରହିଛି । କେତେ ଦାଦାଗିରି ରହିଛି । କେତେ ବିରୋଧୀ ରହିଛନ୍ତି । ଯାହାକୁ ଉପଲବ୍ଧି କରିଥିଲେ ପାଣ୍ଡିଆନ । 

ଭୁ

ଦଳକୁ ଆଗାମୀ ଦଳୀୟ କନ୍ଦଳରୁ ବଞ୍ଚାଇବା ପାଇଁ ଦଳରେ ଯୋଗ ଦେଇଥିଲେ ପାଣ୍ଡିଆନ । ନବୀନ ପଟ୍ଟନାୟକଙ୍କ ବୟସ ବଢିବା ସହିତ ଦଳରେ ମନମାନୀ ମଧ୍ୟ ବଢିବାରେ ଲାଗିଥିଲା କିଛି ଲୋକ ଦରେ ଦାଦାଗିରି ଭାବେ ଟିକେଟ ହାତଉ ଥିଲେ ।

ହୁଏ ତ ନବୀନ ପଟ୍ଟନାୟକ ମଧ୍ୟ ଜାଣି ସାରିଥିଲେ ଯେ , ଏଥି ପାଇଁ ଏକ ଉତ୍ତମ ବ୍ୟକ୍ତିତ୍ଵ ଆବଶ୍ୟକ । ଯିଏ ସବୁ ସୁଚାର ରୂପେ ତୁଲାଇ ପାରିବ । ଯେଉଁଥି ପାଇଁ ସେ ବାଛିଥିଲେ ପାଣ୍ଡିଆନଙ୍କୁ ।

Nabin with pandian

୨୦୧୯ ନିର୍ବାଚନରେ ଦଳୀୟ ମାହୋଲ ଦେଖିବା ପରେ ହିଁ ପାଣ୍ଡିଆନ ଦଳର ରାଜନୈତିକ ଚାଲି ଚଳଣି ଉପରେ ନଜର ରଖିଥିଲେ । ବବି ବାପି ଓ ଜିତୁଙ୍କର ଦଳରେ ଦାଦାଗିରି ବଢିବାରେ ଲାଗିଥିଲା । ଏପରିକି ସେମାନେ ଦଳକୁ ବ୍ଲାକମେଲ୍ ମଧ୍ୟ କରୁଥିଲେ ।

୨୦୧୯ ଟିକେଟ ବଣ୍ଟନ ବେଳେ ବବି ଦାସ ୭ଟି ସିଟ୍ ପାଇଁ ଅଡି ବସିଥିଲେ । ତାଙ୍କର ମୂର୍ଖାମି ପାଇଁ ହିଁ ୨୦୧୯ ନିର୍ବାଚନରେ ଧାମ୍ ନଗରରେ ବିଜେଡ଼ି ହାରିଥିଲା ବୋଲି ପାଣ୍ଡିଆନ ଅନୁଭବ କରି ଏଥର ୨୦୨୪ ନିର୍ବାଚନ ପୂର୍ବରୁ ହିଁ ପରିସ୍ଥିତିକୁ ସମ୍ଭାଳୁଛନ୍ତି ।