ଅଧ୍ୟାପିକାଙ୍କ ଦେହକୁ ପ୍ରିନ୍ସପାଲଙ୍କ କାମୁକ ନଜର, ବଡ଼ ଅଭିଯୋଗ ଆଣିଛନ୍ତି ନିଜେ ଅଧ୍ୟାପିକା, ଜାଣନ୍ତୁ ପୁରା ଘଟଣା

 
Adhyapika

କଲେଜରେ ପ୍ରିନ୍ସିପାଲଙ୍କ ରାସଲୀଳା, ଲୋଲୁପ ଦୃଷ୍ଟିରେ ଅଧ୍ୟାପିକା ! ଶିକ୍ଷା ଅନୁଷ୍ଠାନ ଯାହାକୁ ଆମେ ମନ୍ଦିର କହୁ , କେଉଁଠାକୁ ପିଲା ମାନେ ବିଦ୍ୟା ଅଧ୍ୟୟନ କରିବାକୁ ଯାଆନ୍ତି ସେଠାରେ ଯଦି ଅଧ୍ୟାପକ ମଦ ପିଅନ୍ତି ଏବଂ ପର୍ନ ଭିଡ଼ିଓ ଦେଖନ୍ତି ତେବେ କଣ ହେବା ପିଲା ମାନଙ୍କ ଭବିଷ୍ୟତ ?

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏମିତି ଏକ ଜଘର୍ଣ୍ୟ ଅଭିଯୋଗ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣା କଲେଜରେ । ସେଠାରେ ଏହି ଅଭିଯୋଗ ଆଣିଛନ୍ତି ଜଣେ ଅଧ୍ୟାପିକା ।

Ay

ଅଧ୍ୟାପିକାଙ୍କ କହିବା ଅନୁସାରେ, କଲେଜର ପ୍ରିନ୍ସିପାଲ ଜଣେ ଅସଭ୍ୟ ବ୍ୟକ୍ତି ଅଟନ୍ତି । ସେ ତାଙ୍କୁ ଖରାପ ଇଙ୍ଗିତ କରିବା ସହ କଲେଜରେ ଖରାପ ଆଚରଣ ମଧ୍ୟ କରନ୍ତି ।

ତାଙ୍କ କହିବା ଅନୁସାରେ ଏପରି ଆଜି କି କାଲି ନୁହେଁ ବରଂ ଦୀର୍ଘ ଚାରି ବର୍ଷ ଧରି କରି ଆସୁଛନ୍ତି । ହେଲେ ବର୍ତ୍ତମାନ ତାଙ୍କ ବ୍ୟବହାର ଅସହ୍ୟ ହେବାରୁ ଅଧ୍ୟାପିକା ଜଣଙ୍କ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।