ଶୁଣନ୍ତୁ ଅଡିଓ: “ସାବୁନ ମାରି ସଫା କରି ଆସିବୁ ଅନ୍ଧାରରେ ମତେ ଖୁସି କରିବୁ” ପଦାରେ ପଡ଼ିଲା ପୋଲିସ୍ ଅଧିକାରୀଙ୍କ ରାସଲୀଳା

 
Police with mahila

ପଦାରେ ପଡ଼ିଲା ପୋଲିସ ବାବୁଙ୍କର ରାସଲୀଳା। ଶାରିରୀକ ସମ୍ପର୍କ ରଖିବାକୁ ମହିଳାଙ୍କ ସହିତ ହେଲେ ବ୍ୟତିବ୍ୟସ୍ତ। ବୋହୂ ନ ଥିବା ବେଳେ ଘରେ ଶାଶୁ ସହିତ ସମ୍ବନ୍ଧ ରଖିବାକୁ କଲେ ପ୍ଲାନିଙ୍ଗ। ଏହି ପୋଲିସ ଅଧିକାରୀ ଜଣକର ଜନ ହିତକାରୀ କାମ ଏବେ ବେଶ୍ ଚର୍ଚ୍ଚାରେ।

Policeଘରେ କେହି ନ ଥିଲା ବେଳେ ମହିଳା ଜଣକୁ ସେ ଯେଉଁ ସେବା ଦେବା ପାଇଁ ଆସିଛନ୍ତି ଏ ନେଇ ସୋସିଆଲ ମିଡ଼ିଆରେ ଏବେ ଚାଲିଛି ବେଶ୍ ପ୍ରଚାର। ଏହି ପୋଲିସ ଅଧିକାରୀ ଜଣଙ୍କର ମହିଳାଙ୍କ ସହିତ କଲରେ କରୁଥିବା ଡିଲର ରେକର୍ଡିଂ ଗୋଟିଏ ଫୋନରୁ ଏବେ ଆଉ ଗୋଟିଏ ଫୋନ କୁ ଏବେ ଘୁରିବାରେ ଲାଗିଛି।

ପୋଲିସ ଜଣକ ମହିଳା ଙ୍କ ସହିତ ଏପରି ଅଶ୍ଳୀଳ କଥା ହେଉଥିଲେ ଯେ ଯାହାକୁ ଆମେ ହୁଏ ତ ଆପଣଙ୍କୁ କହି ପାରିବୁ ନାହିଁ, ହେଲେ ଅନ୍ୟ ଏକ ଦୃଷ୍ଟି କୋଣରୁ ଦେଖିଲେ ଏହା କେବଳ ଶାରିରୀକ ସମ୍ପର୍କର କଥା ନୁହେଁ ଏହା ପୋଲିସ ଅପରାଧକୁ ପ୍ରସୟ ଦେବାର ବି କଥା।

କାରଣ ଆପଣ ଯଦି କଲ୍ ରେକର୍ଡିଁ ଙ୍କୁ ଧ୍ୟାନରେ ଶୁଣିବେ ତେବେ ପୋଲିସ ଜଣକ ଦେଶୀ ମଦ ଓ ବିଦେଶୀ ମଦର ବି ବାଖ୍ୟାନ କରୁଛନ୍ତି। ନିକଟରେ ଦେଶୀ ମଦକୁ ପିଇ ଅନେକ ଲୋକ ଦେହ ଖରାପରେ ପଡ଼ିବାରୁ ସରକାର ଏହାକୁ ବନ୍ଦ କରିବା ନେଇ ଅନେକ ପଦକ୍ଷେପ ଉଠାଇଥିଲେ। ଏହି ବ୍ୟକ୍ତି ଜଣକ ପୋଲିସ ହୋଇ ମଧ୍ୟ ଚୋର ସହିତ ଭଲ ସମ୍ପର୍କ ରଖୁଛନ୍ତି।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ଠାକୁରଗଡ ଥାନା ASI ବ୍ରହ୍ମାନନ୍ଦ ସାହୁ ସ୍ଥାନୀୟ ଜୈନିକ ମହିଳାଙ୍କ ସହ ଆଗରୁ ଚିହ୍ନା ପରିଚୟ ରହିଥିଲା।ତାହାର ସୁଯୋଗ ନେଇ ହଠାତ୍ ଶୁକ୍ରବାର ସନ୍ଧ୍ୟାରେ କେହି ନ ଥିବା ବେଳେ ପୋଲିସ ବାବୁ ଅଚାନକ ମହିଳାଙ୍କ ଘରକୁ ପଶିଯାଇଥିଲେ।କିନ୍ତୁ ମହିଳା ଜଣଙ୍କ ପୋଲିସ୍ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟକୁ ବୁଝିପାରି କୌଶଳକ୍ରମେ ଘରୁ ବାହାରି ଆସି ,ବାହାର ପଟୁ ବାଟ ବନ୍ଦ କରି ଗାଁ ଲୋକଙ୍କୁ ଖବର ଦେଇଥିଲେ।