ସମାଧାନ ହୋଇଗଲା ସବୁ ବିବାଦ! ଗୋଟିଏ ଫିଲ୍ମରେ ଦେଖାଦେବେ ଅନୁଭବ, ଅରିନ୍ଦମ ଓ ମନୋଜ ମିଶ୍ର? ଜାଣନ୍ତୁ ପୁରା ଖବର

 
Odia film

ସବୁଦିନ ପାଇଁ ତୁଟିଗଲା କି ଓଡ଼ିଆ ସିନେମା ବିବାଦ । ଏକାଠି ହୋଇଗଲେ ମନୋଜ , ଅନୁଭବ ଓ ଅରିନ୍ଦମ । ଆଗକୁ ଦେଖିବାକୁ ମିଳିବ ଏକ ବଡ ଫିଲ୍ମ । ନୂଆବର୍ଷ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଦିଆଯିବ ଏକ ନୂଆ ଭେଟି ।

ହିରୋ ଭୂମିକାରେ ଦେଖିବାକୁ ମିଳିବେ ଏକା ସାଥିରେ ଦୁଇଟି ସୁପର ଷ୍ଟାର ଅନୁଭବ ଓ ଅରିନ୍ଦମ ଓ ବିପକ୍ଷରେ ଖଳ ନାୟକର ଭୂମିକାରେ ଦେଖିବାକୁ ମିଳିବେ ମନୋଜ ମିଶ୍ର ।

ମୁଁ

ଅନୁଭବ ଓ ଅରିନ୍ଦମ୍ ଙ୍କର ଏକା ସାଙ୍ଗରେ ଗୋଟିଏ ପୋଷ୍ଟକୁ ନେଇ ଉଠୁଛି ଅନେକ ପ୍ରଶ୍ନ । କଣ ସତରେ ସବୁ ବିବାଦର ହୋଇ ଗଲା ସମାଧାନ । ପୁଣି ଏକାଠି ହୋଇ ୩ ଜଣ କରିବେ ଫିଲ୍ମ । ସବୁ ବିବାଦର ଅନ୍ତ ଘଟାଇ ଓଡ଼ିଶାରେ ରଚିବେ ଇତିହାସ ।

ଦୀର୍ଘ ୨୭ ବର୍ଷ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଓଡ଼ିଆ ଫିଲ୍ମ ଜଗତରେ ଦେଖିବାକୁ ମିଳିଛି ଅନୁଭବ ଓ ଅରିନ୍ଦମଙ୍କୁ ଏକା ସାଙ୍ଗରେ । ଯାହା ଦର୍ଶକଙ୍କ ମନରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ନୂଆ ଆଶା ଭରସା ଯୋଗାଇଛି ।

ହେଲେ ମନୋଜ ମିଶ୍ରଙ୍କୁ ନେଇ ଉଠିଥିବା ବିବାଦର ତୀବ୍ରତା ଏତେ ଥିଲା ଯେ ଯେଉଁଥିରେ ପୁଣି ନିରାଶ ହୋଇଥିଲେ ଓଡ଼ିଶା ବାସୀ । ହେଲେ ଏବେ ଅନୁଭବ ଓ ଅରିନ୍ଦମ ଙ୍କର ଏହି ନୂତନ ପୋଷ୍ଟଟି ସମସ୍ତଙ୍କ ମନକୁ ସାନ୍ତ୍ଵନା ଦେଇଛି ।