ଇତିହାସର ସବୁଠୁ ସୁନ୍ଦରୀ ରାଣୀ ,ଦେହ ଭୋକ ମାରିବାକୁ ପୁଅ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା ଖବର

 
Queen

ଆଜ୍ଞା ହଁ କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଘଟଣାଟି ବର୍ତ୍ତମାନ ଐତିହାସିକ। ଚାଲନ୍ତୁ ଜାଣିବା ସେହି ସୁନ୍ଦରୀ ରାଣୀଙ୍କ ବିଷୟରେ। ନିଜ ଦେହର ଭୋକ ମେନ୍ଟାଇବା ପାଇଁ ସମ୍ପର୍କରେ ପୁତ୍ର ହୋଇଥିବା ଯୁବକଙ୍କ ସହ ରଖିଥିଲେ ଶାରୀରିକ ସଂପର୍କ ।

ଏହି ସୁନ୍ଦରୀ ରାଣୀଙ୍କ ନାମ ହେଉଛି କୋସମ୍ , ରାଣୀଙ୍କ ପରିଚୟ ନେଇ ଐତିହାସିକମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି।କିଛି କୁହନ୍ତି ଯେ ସେ ତୁର୍କୀ ଓ ଆଉ କେତେକ ଐତିହାସିକ ମାନେ ବିଶ୍ୱାସ କରନ୍ତି ଯେ ସେ ଜଣେ ଆରବୀ ମହିଳା। ଇତିହାସ ଅନୁସାରେ କୋସମଙ୍କ ଜୀଵନ ସହଜ ନ ଥିଲା। ଅନେକ ବାଧା ବିଘ୍ନ ସହିବାକୁ ପଡ଼ିଥିଲା ତାଙ୍କୁ। ସମୟରେ ଚକ୍ରବିହୁ ଛନ୍ଦି ଦେଇଥିଲା ତାଙ୍କୁ।

Queen

କୁହାଯାଏ କୋସମ ଯେଉଁଠାରେ ରହୁଥିଲେ, ସେଠାରେ ତୁର୍କୀ ମାନେ ଆକ୍ରମଣ କରି ପୁରୁଷ ଶୂନ୍ୟ କରିଦେଇଥିଲେ ସ୍ଥାନଟିକୁ ଏବଂ ଝିଅ ବୋହୂ ମାନଙ୍କୁ ନିଜ ସହିତ ଆଣି କରୁଥିଲେ ବଜାରରେ ନିଲାମ। ସେତେବେଳ କୋସମଙ୍କ ବୟସ ମାତ୍ର ୧୫। ସେ ଅତି ସୁନ୍ଦର୍ ଓ ଆକର୍ଷଣୀୟ ଥିଲେ।ତାଙ୍କ ନିଲାମ ସମୟରେ ସେଠାକାର ଶାସକ ସୁଲତାନ ଅହମ୍ମଦଙ୍କ ନଜରକୁ ଆସିଥିଲେ ରାଣୀ କୋସମ ।ସେ କୋସମଙ୍କ ରୂପ ଲାବନ୍ୟରେ ପାଗଳ ପ୍ରାୟ ହୋଇଯାଇଥିଲେ । ସୈନ୍ୟମାନଙ୍କୁ କାହିଁ କୋସମଙ୍କୁ ନିଜ ମହଲକୁ ଉପଭୋଗ ପାଇଁ ନେଇଯାଇଥିଲେ। ଏହି ଘଟଣା ସବୁ କୋସମଙ୍କ ପାଇଁ ଭୟଙ୍କର ଥିଲା।ପରେ ମୌଲବୀ ମାନଙ୍କ ଦ୍ୱାରା ତାଙ୍କର ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମାବଲମ୍ବୀ କରିଥିଲା ରାଣୀଙ୍କୁ। ମୌଲବୀ ମାନେ ଝିଅଟିର ନାମ ରଖିଥିଲେ କୋସମ ସୁଲତାନ।

ସମୟ ଅତିବାହିତ ସହିତ ରାଣୀ ମଧ୍ୟ ନିଜକୁ ପରିବର୍ତ୍ତନ କରୁଥିଲେ।ନିଜ ଭବିଷ୍ୟତ ପାଇଁ ପଛ କଥାକୁ ଭୁଲି ସୁଲତାନଙ୍କ କୋସମ ହିସାବରେ ମହଲରେ ରହିବାକୁ ଲାଗିଲେ।ତାଙ୍କର ଲକ୍ଷ୍ୟ ଥିଲା ସୁଲତାନଙ୍କ ଗାଦି ଉପରେ,ମାତ୍ର କୋସମ କେବଳ ଏକ ମାତ୍ର ପତ୍ନୀ ନଥିଲେ ସୁଲତାନଙ୍କର । କୋସମଙ୍କ ପୂର୍ବରୁ ଓ ପରେ ସେ ଅନେକ ବିବାହ କରିଥିଲେ। ନିୟମ ଅନୁସାରେ ସୁଲତାନ ଙ୍କ ପ୍ରଥମ ସ୍ତ୍ରୀ ତୁରହାନ ଙ୍କ ବଡ଼ ପୁତ୍ର ଉସ୍ମାନ ଗାଦି ର ହକଦାର ଥିଲେ।ମାତ୍ର କୋସମ ଚାହୁଁଥିଲେ ତାଙ୍କ ପୁତ୍ର ଆଗାମୀ ସୁଲତାନ ବନୁ। ହେଲେ ଏପଟେ ଉସମାନ ମଧ୍ଯ କୋସମଙ୍କ ସୌନ୍ଦର୍ଯ୍ୟ ପ୍ରତି ଆଗ୍ରହୀ ଥିଲେ।ଯାହାକି କୋସମ ମଧ୍ୟ ଜାଣିଥିଲେ। ସଂପର୍କରେ ପୁତ୍ର ହେଲେ ମଧ୍ୟ କୋସମ ଓ ଉସ୍ମାନ ଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ।ଯାହା ପଛରେ ରହିଥିଲା ଦୁଇଟି କାରଣ ପ୍ରଥମତଃ ନିଜ କାମବାସନାକୁ ମେଣ୍ଟେଇବା ଏବଂ ଅନ୍ୟଟି ହେଉଛି ନିଜ ପୁତ୍ର ପାଇଁ ଗାଦି ସୁରକ୍ଷିତ ରଖିବା।

Queen

ସୁଲତାନ ଅହମ୍ମଦଙ୍କ ମୃତ୍ୟୁ ପରେ ମହଲର କ୍ଷମତା ଆସିଥିଲା କୋସମଙ୍କ ହାତକୁ। କୋସମ ଏବେ ପୁରା ପୁରି କରିଦେଇଥିଲେ ନିଜକୁ।ଅତି କଠୋର ଓ ନିର୍ଦ୍ଦୟୀ ହୋଇ ଯାଇଥିଲେ ସେ।କୁହାଯାଏ ଥରେ ପାଣି ଦେବାରେ ବିଳମ୍ବ ହେବାରୁ ମାରିଦେଇଥିଲେ ଏକ ସିପାହିକୁ।ଆଉ ମଧ୍ୟ କୁହାଯାଏ ମହଲର ଅନ୍ୟ ପୁରୁଷଙ୍କ ସହିତ ଥିଲା ତାଙ୍କର ସଂପର୍କ।ଠାରେ ରାତିରେ ଉସମାନଙ୍କ ସହିତ ଯୌନକ୍ରୀଡା କରୁଥିବା ବେଳେ ଉସମାନଙ୍କ ମୃତ୍ୟୁ ଘଟି ଥିଲା। ଏହି ରାସ୍ତାରେ ଉସମାନଙ୍କ ମାଆ ନିଜର ଏକ ବିଶ୍ଵସ୍ତ ସୈନ୍ୟଙ୍କୁ କହି କୋସମଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ କୋଷମ ନିଜ କକ୍ଷରେ ସୋଇଥିବା ବେଳେ ସିପାହୀ ଜଣକ ତାଙ୍କୁ ମାରି ଦେଇଥିଲେ।