ଦେଖନ୍ତୁ ଭିଡିଓ: କଳିଯୁଗର ଅଲୌକିକ ଦେବୀ ମାଆ, ଛୁଇଁ ଦେଲା ମାତ୍ରେ ଭଲ ହେଇଯାଉଛନ୍ତି ରୋଗୀ ଆଉ ବଞ୍ଚି ଉଠୁଛି

 
Maa

ଏବେ ସୋସିଆଲ ମିଡ଼ିଆରେ ଆଉ ଏକ ଭିଡ଼ିଓ ଚର୍ଚ୍ଚାରେ। ଭିଡିଓ ଟି ଅନୁସାରେ ଏକ ବୃଦ୍ଧା ନିଜର ଅଲୌକିକ ଶକ୍ତି ମାଧ୍ୟମରେ ଅସାଧ୍ୟକୁ ସାଧ୍ୟ କରୁଛନ୍ତି। କାହିଁ କେତେ ବଡ଼ ବଡ଼ ରୋଗର କୁ ଭଲ କରି ଦେଉଛନ୍ତି।ସବୁ କିଛି ସମ୍ଭବ ହେଉଛି ମାଙ୍କ ସ୍ପର୍ଶରେ। ମୂକ କଥା କହୁଛି ତ ପଙ୍ଗୁ ବାଟ ଚାଲିପାରୁଛି। ସବୁ କୁଆଡେ ସମ୍ଭବ ହେଉଛି ମାଙ୍କ ସ୍ପର୍ଶରେ। ଭିଡିଓ ଟି ଭାଇରାଲ ହେବା ପରେ ଭିଡ଼ ଏବେ ଅସମମ୍ଭବ।

Maa

ଏ ବିଜ୍ଞାନର ଯୁଗରେ ଏପରି କଥା କହିଲେ ଲୋକେ ନାନା ସମାଲୋଚନା କରନ୍ତି।କେହି କେହି ବିଶ୍ବାସ କରନ୍ତି ତ କେହି କେହି ପ୍ରମାଣ ଖୋଜନ୍ତି ଆଉ କେହି ଅନ୍ଧବିଶ୍ୱାସ ବି କୁହନ୍ତି। ଆମେ ଆପଣଙ୍କର ସମସ୍ତ ଭାବନାକୁ ସମ୍ମାନ କରୁ। ଏହି ପରିପ୍ରେକ୍ଷୀରେ ଆମର କୌଣସି ନିଜସ୍ଵ ମତ ନାହିଁ। କି ଆମେ କୌଣସି ପ୍ରକାର ଅନ୍ଧବିଶ୍ୱାସ କୁ ପ୍ରସୟ ଦେଉନାହୁଁ। ଆମର ପ୍ରୟାସ କେବଳ ଆପଣଙ୍କ ଚାରି ପାଖରେ ଘଟୁ ଥିବା ଘଟଣା ସହିତ ଆପଣଙ୍କୁ ଅବଗତ କରାଇବା ଓ ସଚେତନ କରାଇବ।

ତେବେ ଆସନ୍ତୁ ଜାଣିବା ଘଟଣାଟି କେଉ ସ୍ଥାନର ଓ ସେ ମହିଳା ଜଣକ କିଏ?

ପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ବନ୍ତୁପାଲି ଠାରେ। ସେଠାରେ ଏକ ୬୦ ବର୍ଷୀୟ ମହିଳା ନିଜ ସ୍ପର୍ଶ ସାହାଯ୍ୟରେ ସବୁ କିଛି ଠିକ୍ କରି ଦେଉଛନ୍ତି। ମହିଳା ଜଣକ ସ୍ପର୍ଶ କରି ବହୁ ରୋଗକୁ ଭଲ କରିବା ସହିତ ଭିନ୍ନକ୍ଷମ ମଣିଷକୁ ସକ୍ଷମ କରି ପାରୁଛନ୍ତି। ସ୍ଥାନୀୟ ଲୋକଙ୍କ କଥା ଅନୁସାରେ ମହିଳା ଜଣଙ୍କ ପାଖରେ ଅଲୌକିକ ଶକ୍ତି ରହିଛି। ଏବେ ସେଠାରେ ଭିଡ଼ ଅସମ୍ଭାଳ। ସମସ୍ତେ ମଧ୍ୟ ମହିଳାଙ୍କୁ ଦର୍ଶନ କରିପାରିବେ ନାହିଁ। କେବଳ ସେତିକି ଭାଗ୍ୟବାନ ବ୍ୟକ୍ତି ହଁ କୁଆଡେ ଦେଖା କର୍ରିପାରିବେ ବୋଲି କୁହା ଯାଉଛି। ମାଙ୍କ ରୂପ ଏତେ ଭୟଙ୍କର ଯେ ସମସ୍ତେ ଦେଖି ପାରିବେ ନାହିଁ। ହେଲେ ଏ ପର୍ଯ୍ୟନ୍ତ କଥା ର ସତ୍ୟ କିଛି ଜଣା ପଡିନାହିଁ।