ଦେଖନ୍ତୁ ଭିଡିଓ: ରାଜଧାନୀରେ ଟ୍ରେଣ୍ଡ କରୁଛି ବନ୍ଦ ଘରେ ନାଚ, ଯୁବତୀଙ୍କ ଡ୍ରେସ ଖୋଲି ନାଚୁଛନ୍ତି ୭୦ ବର୍ଷୀୟା ବୁଢା

 
Young girls with old man
ରାଜଧାନୀରେ ଚାଲୁଛି ଦେହ ବ୍ୟବସାୟ । ସେ ହୋଟେଲ୍ ହେଉ ବା ଲଜ୍ କି ପାର୍ଲର । ସବୁ ଜାଗାରେ ପଇସା ରୋଜଗାର କରିବାର ଏକ ନୂଆ ତରିକା ଆପଣା ଯାଇଛି । ବର୍ତ୍ତମାନ ସମୟରେ ରାତାରାତି ଭଲ ପଇସା କମାଇବାର ଏକ ସହଜ ସୁବିଧା ବାଟ ପାଲଟିଛି ଦେହ ବ୍ୟବସାୟ । ବଙ୍ଗୀୟ ଯୁବତୀଙ୍କୁ ନେଇ ଓଡ଼ିଶାରେ ରାତି ରାତି କରା ଯାଉଛି ପାର୍ଟି ।

E

ନିକଟରେ ସୋସିଆଲ ମିଡିଆରେ ରାଜଧାନୀର ଏକ ହୋଟେଲ୍ ର ଏକ ଭିଡିଓ ଖୁଲମ ଖୁଲା ଭାଇରାଲ୍ ହେଉଛି । ସେହି ଭିଡିଓରେ ଆପଣ ଦେଖିବାକୁ ପାଇବେ ବୟସ୍କ ବ୍ୟକ୍ତି ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ନିଶା ଖାଇ ମାତାଲ୍ ।

ଅର୍ଦ୍ଧ ନଗ୍ନ ଯୁବତୀ ମାନେ ମନୋରଞ୍ଜନ ଯୋଗାଇ ଦେବାରେ କିଛି ବି ଅଭାବ ରଖି ନାହାନ୍ତି । ହୋଟେଲ୍ ରେ କାଗଜ ପରି ପଇସା ଉଡୁଛି । ମଜା ନେଉଛନ୍ତି ଲୋକେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଭିଡିଓଟି ଦେଖିଲେ ଆପଣଙ୍କୁ ଏହା ଭାରତର ବୋଲି ଲାଗିବନି । ଲାଗିବ ଯେପରି କୌଣସି ବିଦେଶୀ ଦେଶରେ ହେଉଛି ଏପରି ନଗ୍ନ ପାର୍ଟି । ତେବେ ଏଠି ପ୍ରଶ୍ନ ଉଠୁଛି ଖୋଦ୍ ରାଜଧାନୀ ଉପରେ ଏପରି ବାରମ୍ବାର ଘଟଣା ଆସିବା ପରେ ବି ପୋଲିସ କାହିଁକି ଏହା ପାଇଁ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ।

ସବୁ ଦେଖି କାହିଁକି ଚୁପ୍ ରହିଛି ପୋଲିସ୍ ? ପୋଲିସ୍ କଣ ଅପେକ୍ଷା କରିଛି କିଛି କ୍ରାଇମ୍ ଘଟିବ ଆଉ ତା ପରେ ଆକ୍ସନ ନେବ । ନା ପୋଲିସ୍ ର ର ବଡ଼ ଲୋକିଆ ମାନଙ୍କୁ ଡର !