ସାଙ୍ଗର ଜନ୍ମଦିନ ପାଳନ ପାଇଁ ବାହାରିଲେ ୨ ସାଙ୍ଗ, ଦୁର୍ଘଟଣା ଘଟି ଚାଲିଗଲା ଜୀବନ, ଜାଣନ୍ତୁ ପୁରା ଘଟଣା

 
Friends

ବମ୍ବିଖାଲ ଓଭରବ୍ରିଜ ପୁଣି ନେଲା ଜୀବନ। ଓଭର ବ୍ରିଜ ନିର୍ମାଣ ସମୟର କଥା ତ ଆପଣଙ୍କର ମନେ ଥିବ। ଓଭର ବ୍ରିଜ ଭୁଷୁଡି ଯାଇ ଅନେକ ଶ୍ରମିକଙ୍କର ଜୀବନ ନେଇ ଥିଲା।ସେହି ବ୍ରିଜ ଉପରେ ଆଜି ଘଟିଯାଇଛି ଆଉ ଏକ ଅଭାବନୀୟ ଘଟଣା। ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ। କାରଣ ଦୁର୍ଘଟଣା ଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଚାଲିଯାଇଛି ଜୀବନ।

Friends

ସୁନ୍ଦର ପଦାରୁ ସୁମିତ ପାତ୍ର ଓ କେଦାର ଗୌରୀ ରୁ ସବ୍ୟସାଚୀ ପୃଷ୍ଟି ଦୁହେଁ ନିଜ ସାଙ୍ଗର ଜନ୍ମଦିନ ପାଳିବା ପାଇଁ ହାତରେ କେକ ଧରି ବାହାରି ଯାଇଥିଲେ ଖୁସିରେ। ହେଲେ ଏହି ଖୁସି ପାଇଁ ଯେ ତାଙ୍କ ଜୀବନ ଚାଲିଯିବ ଏ କଥା କିଏ ସ୍ୱପ୍ନରେ ବି ଭାବି ନ ଥିଲେ ଥିଲେ।
Gee
କଳ୍ପନାରୁ ଜଟଣୀ ଜିବା ସମୟରେ ବମ୍ବିଖାଲ ଓଭର ବ୍ରିଜ ଉପରେ ଘଟିଥିଲା ଦୁର୍ଘଟଣା ଟି। ଦୁର୍ଘଟଣା ର ସଠିକ୍ କାରଣ ଜଣା ନ ପଡ଼ିଥିଲେ ବି ଭୟଙ୍କର ଭାବେ ଦୁର୍ଘଟଣା ଟି ହୋଇଥିଲା। ସବ୍ୟସାଚୀ ପୃଷ୍ଟି ଓଭର ବ୍ରିଜରୁ ପ୍ରାୟ ୩୦ ରୁ ୪୦ ମିଟର ତଳକୁ ଖସି ପଡ଼ିଥିଲେ। ଯେଉଁଥି ପାଇଁ ଘଟଣା ସ୍ଥଳରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା।
ଦୁର୍ଘଟଣାକୁ ଦେଖିଥିବା ଲୋକଙ୍କ କହିବା ଅନୁସାରେ ସବ୍ୟସାଚୀଙ୍କ ମୁଣ୍ଡ ପୁରା ପୁରି ଫାଟି ଯାଇଥିଲା। ଯେଉଁଠାରୁ ରକ୍ତ ବାହାରିବା ସହିତ ଦହି ମଧ୍ୟ ବାହାରି ଯାଇଥିଲା। ଏପଟେ ସୁମିତ ପାତ୍ରଙ୍କ ମଧ୍ୟ ଅଵସ୍ଥା ଗୁରୁତ୍ଵପୂର୍ଣ୍ଣ।ତାଙ୍କୁ ଏବେ ରାଜଧାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେ ଚିକିତ୍ସାଧିନ।