ଦେଖନ୍ତୁ ଭିଡିଓ: ଭୁବନେଶ୍ୱର ଡ୍ୟାନ୍ସ ବାରରେ ଏ କଣ ଚାଲିଛି? ନାଚିବା ପରେ ଗରାଖଙ୍କ ସହ କଣ କରନ୍ତି ବାର ଗାର୍ଲ?

 
Bhubaneswar bar

ଭୁବନେଶ୍ୱର ବାର୍ ରେ ଚାଲିଛି ଏମିତି ଖୁଲମ୍ ଖୂଲା ଦେହ ବ୍ୟବସାୟ। ବାର୍ ଝିଅ ମାନେ ଖାଲି ଡ୍ୟାନ୍ସ କରୁ ନାହାନ୍ତି ବରଂ ଗ୍ରାହକ ମାନଙ୍କ ସହିତ ଏକ୍ସଟ୍ରା ଡିଲ ମଧ୍ୟ କରୁଛନ୍ତି। ଗ୍ରାହକ ମାନଙ୍କୁ ଅନ୍ୟାନ୍ୟ ସୁଖ ସୁବିଧା ମଧ୍ୟ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବାର୍ ଡ୍ୟାନ୍ସର ମାନେ। ଏ କଥା ଆମେ ଆମ ମନରୁ କହୁ ନାହୁଁ କି କୌଣସି ବୃତ୍ତିକୁ ଖରାପ୍ କହୁ ନାହୁଁ। ଯାହା ସବୁ କହୁଛି ଏ ଭିଡିଓ କହୁଛି।

Bar

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ବାର୍ ର ଭିଡିଓ। ଯେଉଁ ଭିଡିଓରେ ଏକ ଯୁବତୀ ଜଣେ ଗ୍ରାହକଙ୍କ ପାଖରେ ବସି ତାଙ୍କ ସହ କିଛି ଡିଲ୍ କରୁଥିବାର ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଅଶ୍ଳୀଳ ଇଙ୍ଗିତ ମଧ୍ୟ ରହିଛି। ହୁଏ ତ ଏ ଭିଡିଓ ଟି ଭାଇରାଲ୍ ହେବା ପରେ ସବୁ ବାର୍ ଡ୍ୟାନ୍ସରଙ୍କ କ୍ୟାରିଅରକୁ ନେଇ ପ୍ରଶ୍ନ ଉଠାଇପାରେ।
ନିକଟରେ ଦୁଇ ବାର୍ ଡ୍ୟାନ୍ସର ଭୁବନେଶ୍ୱର ଏକ ବାର୍ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ଦବେଇବାର ବହୁ ବ୍ୟବସ୍ଥା ମଧ୍ୟ କରା ଯାଇଥିଲା। ହେଲେ ଏ ଭିଡିଓଟି ଆସିବା ପରେ ସେ ଦୁଇ ବାର୍ ଡ୍ୟାନ୍ସର ଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ ଥିଲା। ତେବେ ଏଠାରେ ଏହି ଘଟଣା ଗୁଡ଼ିକର ଆଲୋଚନାର ନୁହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।