ମରିଥିବା ମହାକାଶଚାରୀଙ୍କ ଫଟୋ ଉଠାଇଲା ପ୍ରଜ୍ଞାନ, ଏବେ ମହାକାଶରେ ଘୂରିବୁଲୁଛି ଆତ୍ମା, ଜାଣନ୍ତୁ ପୁରା ଖବର

 
Pragyan rover

ଅଗଷ୍ଟ ୨୩ରେ ସଫଳ ହେଇଛି ଭାରତର ଚନ୍ଦ୍ରୟାନ - ୩। ଯେଉଁଠି ନାସାର ବଡ ବଡ଼ ବୈଜ୍ଞାନିକ ମାନେ ଫେଲ ମାରିଥିଲେ ସେହି ଠାରେ ଉଦାହରଣ ସୃଷ୍ଟି କରିଛି ଭାରତ। ଭାରତର ଏହି ଯାତ୍ରା ମଧ୍ୟ ସହଜ ନ ଥିଲା। ଦୁଇ ଦୁଇ ଥର ବିଫଳତା ପରେ ମଧ୍ୟ ଭାରତ ହରାଇ ନ ଥିଲା ଆତ୍ମବିଶ୍ବାସ।ଏବେ ସମସ୍ତଙ୍କ ନଜର ରହିଛି ଭାରତର ରୋଭର ପ୍ରଜ୍ଞାନ ଉପରେ।ସେ କେମିତି ଘୁରି ବୁଲୁଛି, କଣ ତଥ୍ୟ ପ୍ରଦାନ କରୁଛି ଓ ଆଗକୁ କଣ ତଥ୍ୟ ପ୍ରଦାନ କରିବ ଏଥି ନେଇ ବେଶ୍ ଆଗ୍ରହୀ ଲୋକେ।

Pragyan rover

ପ୍ରଥମରୁ ପ୍ରଜ୍ଞାନ ର ମୁଖ୍ୟ ଲକ୍ଷ୍ୟ ଥିଲା ଜଳ, ଖଣିଜ ସମ୍ପଦ ତଥା ଜୀବ ଜଗତର ସନ୍ଧାନ କରିବା। ଚନ୍ଦ୍ରରେ ଏଲିୟେନ ମାନଙ୍କ ବାସକୁ ନେଇ ମଧ୍ୟ ଉଠୁଛି ବହୁ ପ୍ରଶ୍ନ।ଏ ନେଇ ପ୍ରଜ୍ଞାନ କୌଣସି ସ୍ପଷ୍ଟ ତଥ୍ୟ ପ୍ରଦାନ କରି ନ ଥିବା ବେଳେ  ଲୋକଙ୍କ ମନରେ ବଢୁଛି ଉତ୍କଣ୍ଠା।

Tty

ପୂର୍ବରୁ ଅନେକ ମହାକାଶଚାରୀ ମହାକାଶକୁ ଜାଇ ଆଉ ଫେରି ନାହାଁନ୍ତି। କିଏ ଯାତ୍ରା ସମୟରେ ମୃତ୍ୟୁ ବରଣ କରିଛି ତ କିଏ ଫେରିବା ସମୟରେ ତ ଆଉ କିଏ ମହାକାଶରେ । କିଛି ଦିନ ପୁର୍ବରୁ ଲାଇକା ର କଥା ମଧ୍ୟ ଚର୍ଚ୍ଚା କୁ ଆସିଥିଲା। କେତେକ କହୁଛନ୍ତି ଏମିତି ହିଁ ମହାକାଶଚାରୀଙ୍କ ଆତ୍ମା କୁଆଡେ ଘୁରି ବୁଲୁଛି ଚନ୍ଦ୍ର ରାଇଜରେ। ଜ୍ଞାନର ସନ୍ଧାନରେ ବଳି ପଡ଼ିଥିବା ଏହି ଜୀବନ ଗୁଡ଼ିକର ଆତ୍ମା ତ ସାରା ଦିନ ପାଇଁ ଅମର। ଯେଉଁ ମାନଙ୍କର ବଳିଦାନ ପାଇଁ ଆମେ ଆଜି ଚନ୍ଦ୍ରୟାନ -୩ର ସଫଳତା ମନାଉଛେ।

ଏପଟେ ପ୍ରଜ୍ଞାନ ଦ୍ଵାରା ଚନ୍ଦ୍ର ପୃଷ୍ଠରେ ଜଳ ଓ ଖଣିଜ ସଂପଦ ମିଳିବାର ସୂଚନା ଆଖି ସାମ୍ନାକୁ ଆସିଛି। ଏହା ପ୍ରଜ୍ଞାନ ର ଶ୍ରେଷ୍ଠ ସଫଳତା କହିଲେ କିଛି କମ ହେବ ନାହିଁ। ଏବେ ଅପେକ୍ଷା ରହିଛି ଆଗକୁ କଣ କଣ ତଥ୍ୟ ପ୍ରଦାନ କରିବାରେ ସମର୍ଥ ହେଉଛ ପ୍ରଜ୍ଞାନ।