ରାହୁଲ୍ ଗାନ୍ଧୀଙ୍କୁ ବାହା ହେବେ ଶର୍ଲିନ୍ ଚୋପ୍ରା! କହିଲେ- ରାହୁଲ୍ ଗାନ୍ଧୀ ମୋର ଏହି ସର୍ତ୍ତ ପୁରା କଲେ ମୁଁ ବାହା ହେବି

 
Rahul Gandhi sarlin chopra

ସୋସିଆଲ ମିଡ଼ିଆ ରେ ନିଜର ଡ୍ରେସ ପିନ୍ଧାକୁ ନେଇ ସବୁବେଳେ ଚର୍ଚ୍ଚାରେ  ରହିଛନ୍ତି ଅଭିନେତ୍ରୀ ସର୍ଲ୍ଲିନ ଚୋପ୍ରା |ବହୁତ ବିବାଦ ସହିତ ସର୍ଲ୍ଲିନଙ୍କ ନାମ ଚର୍ଚ୍ଚାରେ ରହିଥିବାବେଳେ ସେ କିନ୍ତୁ କୌଣସି କଥା କୁ ଖାତିର ନକରି ବହୁତ ସୁନ୍ଦର ଭାବରେ ଜୀବନ ଜାପାନ କରୁଛନ୍ତି |

ବର୍ତ୍ତମାନ କିଛି ଏଭଳି କଥା କହିଛନ୍ତି ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି | ସର୍ଲ୍ଲିନଙ୍କ ଏକ ଭିଡ଼ିଓ ବର୍ତ୍ତମାନ ସାମ୍ନାକୁ ଆସିଛି ଯେଉଁ ଭିଡ଼ିଓ ରେ ବିବାହ କରିବା ପାଇଁ ସେ ରାଜି ହୋଇଛନ୍ତି |

Serlin chopra

ଆପଣମାନେ ମନେମନେ ଚିନ୍ତା କରୁଥିବେ ସର୍ଲ୍ଲିନ କାହାକୁ ବାହା ହେବେ ବୋଲି ସ୍ଥିର କରିଛନ୍ତି | ରାହୁଲ ଗାନ୍ଧୀଙ୍କୁ ସର୍ଲ୍ଲିନ ବିବାହ କରିବେ କି ନାହିଁ ବୋଲି ଏକ ଭିଡ଼ିଓ ରେ ପଚରାଯାଇଥିଲା ଆଉ ସେ ଏହି ପ୍ରସ୍ତାବରେ ରାଜି ଅଛନ୍ତି ବୋଲି କହିଥିଲେ |

କିନ୍ତୁ ବିବାହ କରିବା ପୂର୍ବରୁ ସେ ଏକ ସର୍ତ୍ତ ରଖିଛନ୍ତି ସର୍ତ୍ତଟି ହେଉଛି ଵିଵାହ ପରେ ସେ ତାଙ୍କର ଟାଇଟେଲ ଚୋପ୍ରା ରହିବ ବୋଲି କହିଛନ୍ତି | ଏ କଥାକୁ ନେଇ ରାହୁଲ କିଛି ସୂଚନା ଦେଇଛନ୍ତି କି ନାହିଁ ସେ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ |

Serlin chopra

ସର୍ଲ୍ଲିନଙ୍କ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବହୁତ ଜୋରେ ଭାଇରଲ ହେଉଛି, ତାଙ୍କୁ ଭଲପାଉଥିବା ଦର୍ଶକମାନେ ତାଙ୍କର ଏପରି ନିଷ୍ପତିକୁ ଖୋଲା ଖୋଲି ଭାବେ ବିରୋଧ କରିଛନ୍ତି | ଦର୍ଶକଙ୍କର ଏଭଳି ନିଷ୍ପତିକୁ ସର୍ଲ୍ଲିନ ଗ୍ରହଣ କରିବେ କି ନାହିଁ ସେ ନେଇ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ |