ଓଡ଼ିଶା ପ୍ରେମରେ ଋଷିଆନ୍ ଯୁବତୀ, ଦେହସାରା ସଂସ୍କୃତ ଶ୍ଳୋକ, ଓଡ଼ିଶାକୁ ନେଇ କଣ କହିଲେ ଦେଖନ୍ତୁ
Updated: May 1, 2024, 11:28 IST
ଯେତେବେଳେ ଭାରତୀୟ ସଂସ୍କୃତି , ପରମ୍ପରା ଓ ଦେବା ଦେବୀଙ୍କ କଥା ଉଠେ ସେତେବେଳେ ବିଶ୍ଵ ସବୁ କିଛି ବୁଲି ଭାରତର ଜୟ ଜୟ କରେ । ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି ଏମିତି କିଛି । ଭାରତ ପ୍ରେମରେ ପଡ଼ିଛନ୍ତି ଜଣେ ଋଷିଆନ୍ ଯୁବତୀ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
WhatsApp Channel (Join Now) Join Now
ଋଷର ଯୁବତୀ ଏବେ ପଡ଼ି ଯାଇଛନ୍ତି ଗଣେଶଙ୍କ ପ୍ରେମରେ । ଋଷ ଭଳି ଏକ ଉନ୍ନତି ଓ ଅଗ୍ରଗତି ଭଳି ଦେଶରେ ମଧ୍ୟ ଲାଗୁ ନାହିଁ ତାଙ୍କ ମନ । ସେ ବାରମ୍ବାର ଧାଇଁ ଆସୁଛନ୍ତି ଭାରତକୁ ।
ଭାରତର ବିଭିନ୍ନ ସ୍ଥାନ ବୁଲି ସେ ଏବେ ପହଞ୍ଚି ଯାଇଛନ୍ତି ଲିଙ୍ଗରାଜ ମନ୍ଦିରରେ । ମନ୍ଦିର ପ୍ରାଙ୍ଗଣରେ ବୁଲି ବୁଲି ସେ କେବେ ଗୋ ସେବା କରୁଛନ୍ତି ତ କେବେ ଗଣେଶଙ୍କ ପୂଜା ଅର୍ଚ୍ଚନାରେ ନିଜକୁ ଭୁଲି ଯାଉଛନ୍ତି ।