ପୁଣି ଚର୍ଚ୍ଚାରେ ବାବୁସାନ୍ ଓ ପ୍ରକୃତି, ଏକାଠି ହେବା ପାଇଁ ମିଳିଲା ସୁଯୋଗ, ଏବେ କେହି ଆଉ ଅଟକାଇ ପାରିବେନି, ଜାଣନ୍ତୁ ପୁରା ଖବର

 
Babushan prakurti

ପୁଣି ଏକାଠି ହେବେ ବାବୁଶାନ୍ ଓ ପ୍ରକୃତି ମିଶ୍ର ! ପୂର୍ବରୁ ବହୁ ଚର୍ଚ୍ଚିତ ଦୁଇ ମୁହଁ ଏବେ ଦେଖିବାକୁ ମିଳିବ ପ୍ରଚାର ମଇଦାନରେ । ନିର୍ବାଚନ ପାଇଁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ହେବ ଦୁଇ ଭାଗ । କିଛି ଅଭିନେତା ଓ ଅଭିନେତ୍ରୀ ବିଜେଡିର ପ୍ରଚାର କରିବା ବେଳେ ଅନ୍ୟ କିଛି ଜଣ ବିଜେପିର ପ୍ରଚାର କରିବେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପୂର୍ବ ବର୍ଷର ନିର୍ବାଚନ ଗୁଡ଼ିକ ତୁଳନାରେ ଏ ବର୍ଷ ସର୍ବାଧିକ ଅଭିନେତା ଓ ଅଭିନେତ୍ରୀଙ୍କ ନିର୍ବାଚନରେ ସାମିଲ ହେବାର ଦେଖିବାକୁ ମିଳିବ  ।

R

 ପୂର୍ବରୁ ବିଜେଡିରେ ଥିବା ସିଦ୍ଧାନ୍ତ ମହାପାତ୍ର , ଅନୁଭବ ମହାନ୍ତି , ଅରିନ୍ଦମ ରାୟ , ଆକାଶ ଆଦିଙ୍କୁ ଏଥର ବିଜେପିରେ ଲଢ଼ିବାର ଦେଖାଯିବ ।

ସେହିପରି ଏଥର ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିବେ ବାବୁଶାନ୍ ମହାନ୍ତି , ପ୍ରକୃତି ମିଶ୍ର। ସ୍ବରାଜ ବାରିକ୍ ଓ ହାସ୍ୟଅଭିନେତା ଅଭିନେତା ପପୁ ପମପମ । ଗତ ବୁଧବାର ଦିନ ଅଭିନେତା ମାନଙ୍କୁ ନେଇ ବିଜେଡି ଭବନରେ ବୈଠକ ହୋଇଥିଲା ।