ସେଦିନ ମୋହନ ମାଝୀଙ୍କ ସହ ଦୁର୍ବ୍ୟବହାର କରିଥିବା ପୋଲିସ ବାବୁଙ୍କ ଅବସ୍ଥା ଶୋଚନୀୟ, ହେଲା ଏମିତି
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଓଡ଼ିଶାରେ ଶାସନ କରୁଛନ୍ତି। ଓଡ଼ିଶାରେ ଏବେ ବିଜେପି ସରକାର ଶାସନ କାର୍ଯ୍ୟ ସମ୍ଭାଳିଛନ୍ତି। ଆଉ ଅନେକ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି।
ତେବେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ଦେଇଥିଲେ ଥାନାବାବୁ ପାଇଲେ ଫଳ। ଭାବି ନଥିଲେ ଥାନାବାବୁ, ଏମିତି ବି ଦିନ ବଦଳିଯିବ। ଥାନାବାବୁ ସେଦିନ ଖରାପ ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଅନୁରୋଧ କରୁଥିଲେ। କିନ୍ତୁ ଥାନାବାବୁ ଦେଖାଇଥିଲେ ନିଜ ଦବଙ୍ଗଗିରି। ସେଦିନ ଅପମାନ ଦେଇଥିଲେ, ଆଜି ପାଇଛନ୍ତି ଫଳ।
ଥାନା ଅଧିକାରୀ ଆଜି ଫଳ ପାଇଲାପରେ ବୁଝିଲେ, ସାଧାରଣ ଲୋକ ହେଉ କି ସେ ବିଧାୟକ ଜଣଙ୍କୁ ସମ୍ନାନ ଦେବା କେତେ ଆବଶ୍ୟକ। ସେଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଯେମିତି ଅପମାନ ଦେଇଥିଲେ ଆଜି ଏମିତି କିଛି ଫଳ ପାଇଛନ୍ତି।
ଯାହାକି ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ବୋଲି କୁହାଯାଉଛି। ତେବେ ଦେଖିନିଅନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଉ ଥାନା ବାବୁଙ୍କୁ ଭିତରେ କେିମିିତି ଚାଲିଥିଲା ବାର୍ତାଳାପ। ଯେଉଁ ଥିରେ ଥାନା ଅଧିକାର ମୁଖ୍ୟମନ୍ତ୍ରୀଙ୍କୁ ସେଦିନ ଏମିତି ଉଚ ସ୍ୱର ସାଙ୍ଗକୁ ଅପମାନ କରିଥିଲେ। ଆଉ ମୋହନ ମାଝି ବହୁଥର ବୁଝାଇଥିଲେ ସେଦିନ ମୁଁ ଲୋକଙ୍କ ପାଇଁ ଆସିଛି। ମୋ ସହ ଠିକ୍ ବ୍ୟବହାର କରନ୍ତୁ।
କିନ୍ତୁ କୁଆଡ଼େ ସୁଣିନଥିଲେ ଥାନା ବାବୁ ଆଉ ଏବେ କୁହଯାଉଛି ତାଙ୍କୁ ମଳିଛି ଅପମାନ ଦେବାର ଏମିତି ଫଳ। ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀ ପୋଲିସ ଡିପାର୍ଟମେଣ୍ଟକୁ କହିଥିଲେ କି ସୋମାନେ ଲୋକ ମାନଙ୍କୁ ଭଲ ବ୍ୟବହାର କରନ୍ତୁ। ଏପରି ଘଟଣାକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା ଯୋର ଧରିଛି। ଲୋକେ କହୁଛନ୍ତି କି ଏଭଳି ପୋଲିସ ଅଫିସରଙ୍କ ପାଇଁ ଏଭଳି ନିସ୍ପତି ଏକ ଉଚିତ୍ ଅଦାହରଣ ହେବ।