ସାମ୍ନା କୁ ଆସିଲା ଭୟଙ୍କର ଟ୍ରେନ ଦୁର୍ଘଟଣା ର ଅନିମେସନ ଭିଡ଼ିଓ, ଦେଖନ୍ତୁ ଏହି ଛାତି ଥରା ଭାଇରଲ Visual 

 
ANIMATION

କଲି ସନ୍ଦ୍ୟା ରେ ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ । କରମଣ୍ଡଳ ଏକ୍ସପ୍ରେସର 3 ଏସି ବଗି ଏବଂ 5ଟି ସ୍ଲିପର ବଗି ଲାଇନଚ୍ୟୁତ । ବାହାନଗା ପଣପଣା ନିକଟରେ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଦୁର୍ଘଟଣାରେ ଭାଙ୍ଗିଲା ବାହାନଗା ରେଳ ଫାଟକ । 

ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେବା ଫଳରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନେକ ଯାତ୍ରୀ ଆହତ ସୂଚନା । ଉଭୟ ପଟୁ ରେଳ ଚଳାଚଳ ବନ୍ଦ । ଗୁରୁତର ଆହତ ଯାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବଂ ଗୋପାଳପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । 

train

ଏବେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଦେଙ୍କ ପ୍ରତିକ୍ରିୟା । ଘଟଣାସ୍ଥଳରେ ଅଛନ୍ତି ବାହାନଗା ତହସିଲଦାର, ଏସପି ସାଗରିକା ନାଥ । ଆମ୍ବୁଲାନ୍ସ ଦ୍ୱାରା ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଉଛି ।

ଦେଖନ୍ତୁ ଏହି ଭୟଙ୍କର ଦୁର୍ଘଟଣା ର ଅନିମେସନ ଭିଡ଼ିଓ: