ଦେଖନ୍ତୁ ଭିଡିଓ: ହୋଲି ଖେଳିବାକୁ କଂଗ୍ରେସ ଭବନ ଯାଇ ତଡ଼ା ଖାଇ ବିଦା ହେବା ବେଳେ କାନ୍ଦିଲେ ନିଶା ମହାରଣା

 
Nisha moharana

ଯାତ୍ରା ରୁ ପ୍ରସିଦ୍ଧ ହୋଇଥିବା ହଟ୍ ଅଭିନେତ୍ରୀ ନିଶା ମହାରଣାଙ୍କୁ କିଏ ବା ଜାଣିନି । ସୋସିଆଲ ମିଡ଼ିଆ ରେ କିଛି ନା କିଛି କାରଣରୁ ସେ ଚର୍ଚ୍ଚା ରେ ରହିଥାନ୍ତି । ଏବେ ସେ ପୁଣି ସୋସିଆଲ ମିଡ଼ିଆ ରେ ନିଜର ବୋଲ୍ଡ କଥାବାର୍ତା ପାଇଁ ଭାଇରାଲ୍ ହେଉଛନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-

WhatsApp Channel (Join Now) Join Now

ହୋଲି କୁ ନେଇ ନିଶା ମହାରଣାଙ୍କ ସହ କିଛି ଏମିତି ହୋଇଥିଲା ଯେ ସେ ଫେସବୁକ ରେ ଲାଇଭ ଆସି ଖୁବ୍ ଗାଳି କରିଛନ୍ତି। ସେ ହୋଲି ଦିନ କଂଗ୍ରେସ ର ଭବନ କୁ ଯାଇଥିଲେ ଏବଂ ସେଠାରେ ହୋଲି ଖେଳିଥିଲେ କିନ୍ତୁ ତାପରେ ତାଙ୍କ ସହ କିଛି ଏମିତି ହୋଇଥିଲା ଯେ, ସେ ନିଜର କ୍ରୋଧ କୁ ଶାନ୍ତ କରିପାରି ନଥିଲେ।

Nisha Congress

ବାସ୍ତବରେ ନିଶା ଙ୍କୁ କଂଗ୍ରେସ ମହିଳା ନେତ୍ରୀ ଓ କର୍ମଚାରୀ କଂଗ୍ରେସ ଭବନରୁ ଧକ୍କା ମାରି ବିଦା କରିଦେଇଥିଲେ। ସେ ମହିଳା କଂଗ୍ରେସ ନେତ୍ରୀ ନିଜେ ସ୍ୱୀକାର କହିଛନ୍ତି ଯେ ସେ ତାଙ୍କୁ ଖରପ ଭାଷା କହି ବିଦା କରିଛନ୍ତି ଏବଂ ପୁଣି ଦେଖାହେଲେ ବାଡ଼େଇବେ।

ଯେତେବେଳେ ନିଶା କଂଗ୍ରେସ ଭବନ ଆସିଥିଲେ ସେତେବେଳେ ସେ ସୁର ରାଉତରାୟ ସହ ହୋଲି ଖେଳିଥିଲେ। କିନ୍ତୁ ସୁର ରାଉତରାୟ ଗଲା ପରେ ନିଶା ଙ୍କୁ ଧକ୍କା ମାରି ବାହାର କରାଯାଇଥିଲା।

ପରେ କଂଗ୍ରେସ ନେତ୍ରୀ କହିଥିଲେ ଯେ "ନିଶା ହେଉଛନ୍ତି ଜଣେ ଅସଭ୍ୟ ମହିଳା ଏବଂ ସେ କଂଗ୍ରେସ ଭବନ କେବଳ ପ୍ରସିଦ୍ଧ ହେବା ପାଇଁ ଆସୁଛନ୍ତି ଏବଂ ସେ ଜଣେ ଖରାପ ମହିଳା। ତାଙ୍କୁ କେହି ବି କଂଗ୍ରେସ ଭବନ ଡାକି ନାହାଁନ୍ତି।

କଂଗ୍ରେସ ର ଏହି ମହିଳା ନେତ୍ରୀ ହେଉଛନ୍ତି ସୁଭଦ୍ରା ମିଶ୍ର। ସେ ଜିଲ୍ଲାର ଭାଇସ ପ୍ରେସିଡେଣ୍ଟ ଅଛନ୍ତି। ସେ ଆଗକୁ ନିଶା ମହାରଣା ଙ୍କୁ ଖୋଲା ଚାଲେଞ୍ଜ କରି କହିଛନ୍ତି ଯେ ତାଙ୍କୁ ଲଙ୍ଗଳା କରି ବାଡ଼େଇବେ, ଏ ନେଇ ନିଶା ମଧ୍ୟ ଖୁବ ରାଗିଯାଇ କଂଗ୍ରେସ ନେତ୍ରୀ ସୁଭଦ୍ରା ଙ୍କୁ ଗାଳି କରିଛନ୍ତି।