ଚାକିରୀ ଅଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ! ବିଜ୍ଞପ୍ତି ପ୍ରକାଶ କରିଲା OPSC, ତୁରନ୍ତ କରନ୍ତୁ ଆବେଦନ….

 
Opsc

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ! ଆଜ୍ଞା ହଁ, ଜୁନିଅର ଆସିଷ୍ଟାଣ୍ଟ (ଗ୍ରୁପ୍ ସି) ପଦବୀରେ ପାଇଁ ଓଡିଶା ଜନସେବା ଆୟୋଗ (OPSC) ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହା ଅଫିସିଆଲ୍ ୱେବସାଇଟ୍ opsc.gov.in କୁ ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆସନ୍ତା ଜୁଲାଇ ୨୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ସହିତ ଏହା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। 

Opsc

ପରୀକ୍ଷା ପାଇଁ ବିଷୟ:-

ପେପର୍ ୧: ଭାଷା ପରୀକ୍ଷା (ଇଂରାଜୀ ଏବଂ ଓଡିଆ): ୧୦୦ ମାର୍କ।

ପେପପ ୨: ସାଧାରଣ ଜ୍ଞାନ। (ଅବଜେକ୍ଟିଭ): ୧୦୦ ମାର୍କ।

ପେପର୍ ୩: ଗଣିତ (ଅବଜେକ୍ଟିଭ): ୧୦୦ ମାର୍କ।

ପ୍ରାକ୍ଟିକାଲ କମ୍ପ୍ୟୁଟର ଦକ୍ଷତା: ୫୦।

କିପରି ଆବେଦନ କରିବେ:-

Opsc

ପ୍ରଥମେ ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ https://www.opsc.gov.in/Public/OPSC/Default.aspx କୁ ଯିବାକୁ ହେବ। ସେଠାରେ ବିଜ୍ଞାପନରେ 'APPLY ONLINE' ଉପରେ କ୍ଲିକ୍ କରିବା ସହିତ ପଞ୍ଜିକରଣ ଆରମ୍ଭ କରନ୍ତୁ। ଆବଶ୍ୟକୀୟ ଡ଼କ୍ୟୁମେଣ୍ଟ ଅପଲୋଡ଼ କରିବା ସହିତ ଫର୍ମ ସମିଟ୍ କରନ୍ତୁ। ଲିଖିତ ପରୀକ୍ଷା ପାଇଁ ନିଜର ପସନ୍ଦର ସେଣ୍ଟର ବାଛିବାକୁ ଭୁଲନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ:- ଏହି ୫ ଅଭିନେତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ସର୍ତ୍ତରେ ମିଳିଥିଲା ବଲିଉଡରେ କାମ, ୩ ନମ୍ବରଙ୍କ ନାମ ଜାଣି ହେବେ ତାଜୁବ୍