ଶୁଣନ୍ତୁ ଅଡିଓ କଲ୍: ସାଙ୍ଗର ସ୍ତ୍ରୀ ସହ କଲା ଶାରୀରିକ ସମ୍ୱନ୍ଧ, ପଚାରିବାରୁ କହିଲା "ଥରେ ନୁହଁ ୪ ଥର ସୋଇଛି"

 
Viral Audio

ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଅଡ଼ିଓ ଟି ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ଘଟଣା ହେଉଛି ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ମଧ୍ୟରେ ପଶି ଆସିଛନ୍ତି ସାଙ୍ଗ । ସାଙ୍ଗ କୁ ବିଶ୍ୱାସ କରି ନିଜ ରୁମ ଭିତରକୁ ଆଣିଥିଲେ ଆଉ ସେହି ସାଙ୍ଗ ତାଙ୍କର ସ୍ତ୍ରୀ ଙ୍କ ସହିତ ରଖିଛନ୍ତି ଶାରୀରିକ ସମ୍ପର୍କ ।

ବର୍ତମାନ ଯେଉଁ ଅଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଏବେ ଚର୍ଚା ର ବିଷୟ ପାଲଟିଛି । ଦୁଇଜଣ ସାଙ୍ଗ ପରସ୍ପର ମଧ୍ୟରେ କଥା ହେଉଥିବାର ଶୁଣିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଅଡ଼ିଓ ଟିରେ । ଆଉ ଯେଉଁଠି କୁହାଯାଉଛି ସାଙ୍ଗ ଦେଇଛନ୍ତି ଆଉ ଜଣେ ସାଙ୍ଗଙ୍କର ବିଶ୍ୱାସ ରେ ବିଷ । ତାହା ସହିତ ସାଙ୍ଗ ନାଁ ରେ କେଉଁ ମଧୁର ସମ୍ପର୍କ ଟି ରହିଛି ସେହିଁ ସମ୍ପର୍କ କୁ ସେ ନଷ୍ଟ କରି ଦେଇଛନ୍ତି ବୋଲି ମଧ୍ୟ କୁହାଯାଉଛି ।

ଆଉ ଭାଇରାଲ ହେଉଥିବା ଅଡ଼ିଓ ଟିରେ ଶୁଣିବାକୁ ମିଳିଥିଲା କି ବିଶ୍ୱାସ ରଖି ସାଙ୍ଗ ଜଣଙ୍କ ତାଙ୍କର ସ୍ତ୍ରୀ ଙ୍କୁ ନେଇକି ରହୁଥିବା ବେଳେ ତାଙ୍କର ଜଣେ ସାଙ୍ଗକୁ ଡାକିଥିଲେ, ଏବଂ ସେହି ସାଙ୍ଗ ଜଣଙ୍କ ନଜର ପକାଇଥିଲେ ସାଙ୍ଗରେ ସ୍ତ୍ରୀ ଙ୍କ ସହିତ । ଆଉ ସ୍ୱାମୀ ଜଣଙ୍କର ଶୋଇ ଥିବାର ଫାଇଦା ନେଇ କରିବାକୁ ଲାଗିଥିଲେ କିଛି ଏମିତି କାର୍ଯ୍ୟ ଯାହା ବିଷୟରେ ଆପଣ ମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ସ୍ୱାମୀ ଶୋଇଥିବା ବେଳେ ସ୍ୱାମୀ ଙ୍କର ସାଙ୍ଗ ସହିଟ ସୋଇଥିଲେ ସ୍ତ୍ରୀ, ସେକ୍ସ ମଧ୍ୟ କରିଥିଲେ ଆଉ ତାହାର ଫୋଟ ମଧ୍ୟ ଉଠାଇ ରଖିଥିଲେ ।

ଏହି କଥା କୁ ନେଇକି ଦୁଇ ସାଙ୍ଗ ମଧ୍ୟରେ ଝଗଡା ଲାଗିଥିବାର ଅଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।