ସୂର୍ଯ୍ୟଦେବଙ୍କ ସିଂହ ରାଶିରେ ଗୋଚର ଏହି ୫ଟି ରାଶିର ଲୋକଙ୍କ ପାଇଁ ଆଣିଦେବ ଖୁସି, ବଦଳିବ ଭାଗ୍ୟ

 
Suryadev

ସୂର୍ଯ୍ୟଦେବଙ୍କ ସିଂହ ରାଶିରେ ଗୋଚର ୫ଟି ରାଶିକୁ ଫାଇଦା ଦେବ। ଅନେକ ଦିନ ଧରି ପଡିରହିଥିବା କାର୍ଯ୍ୟ ହୋଇପାରେ ପୁରା । ଯଦି ଜାଣିବାକୁ ଚାହୁଁଛନ୍ତି ଆଗାମୀ ଦିନ ଗୁଡିକରେ କିପରି ରହିବ ଆପଣଙ୍କ ଭବିଷ୍ୟତ ତେବେ ଆସନ୍ତୁ ଜାଣିବା ଆପଣଙ୍କର ରାଶି ବିଷୟରେ।

Suryadev

ବୃଷ ରାଶି - ସୂର୍ଯ୍ୟ ଦେବଙ୍କର ଏହି ରାଶିରେ ପ୍ରବେଶ ଦ୍ଵାର  ଏହି ରାଶିରେ ଲୋକଙ୍କର ଏକ ମାସ ପର୍ଯ୍ୟନ୍ତ ସମ୍ପତି କିଣି ବାର ସୁଯୋଗ ରହିଛି। ସରକାରୀ କାର୍ଯ୍ୟରୁ ମଧ୍ୟ ଲାଭ ପ୍ରାପ୍ତ ହେବେ। ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ସମସ୍ୟା ଦେଖାଦେଇପାରେ।ଜମି ସମ୍ବନ୍ଧୀୟ କାମରେ ସାବଧାନତା ଅବଲମ୍ବନ କରିବା ହେବେ। ଉପାୟ - ଆଦିତ୍ୟ ସ୍ତୋତ୍ର ର ପାଠ କରିବା ହେବା।

କର୍କଟ ରାଶି - ସୂର୍ୟ ଏବେ ଆପଣଙ୍କ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ଏକ ମାସର ସମୟ ଆପଣଙ୍କ ମନରେ ନୂଆ ଆଶା ସୃଷ୍ଟି କରିବ । ମାତ୍ର ପରିବାରର କିଛି ସଦସ୍ୟଙ୍କ ସହ ମତଭେଦ ହୋଇପାରେ।ଆପଣଙ୍କ କଥାରେ କଠୋରତା ରହିପାରେ। ଉପାୟ - ଗାୟତ୍ରୀ ମନ୍ତ୍ର ପାଠ ।

ସିଂହ ରାଶି - ସୂର୍ଯ୍ୟଙ୍କର ଆପଣଙ୍କ ରାଶିରେ ପ୍ରବେଶ ପରେ ଆପଣଙ୍କ ଦିନ ଏକ ମାସ ପର୍ଯ୍ୟନ୍ତ ଭଲ ରହିବ। ମାତ୍ର ଏହି ସମୟରେ ଆପଣ ଅହଙ୍କାରୀ ହୋଇପାରନ୍ତି।ଆପଣଙ୍କୁ ଫଳରେ ଭାବି ଚିନ୍ତି ନିଷ୍ପତି ନେବାକୁ ପଡିବ।କିନ୍ତୁ ଆପଣଙ୍କର ନେତୃତ୍ଵାଧୀନ ବଢିବା । ଉପାୟ - ଗାୟତ୍ରୀ ମନ୍ତ୍ର ଜପ।

Suryadev

କୁମ୍ଭ ରାଶି- ଏବେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିବେ , ତେଣୁ ଆପଣଙ୍କ ଦିନ ଭଲ ରହିପାରେ। କିନ୍ତୁ ଅନ୍ୟମାନଙ୍କ ସହ ଆପଣଙ୍କ ମତଭେଦ ବଢି ପାରେ ତେଣୁ ଆପଣଙ୍କୁ ଅଧିକ ସମୟ ଶାନ୍ତ ରହିବାକୁ ପଡିବ । ଉପାୟ - ରବିବାର ଓ ସୋମବାର ଶିବଙ୍କୁ ଜଳାଭିଷେକ କରିବାକୁ ପଡିବ।

ଧନୁ ରାଶି - ସୂର୍ଯ୍ୟ ସଂକ୍ରାନ୍ତିର ଏକ ମସା ପର୍ଯ୍ୟନ୍ତ ଆପଣଙ୍କ ଦିନ ସକାରାତ୍ମକ ରହିପାରେ। ଆପଣ ଲୋକମାନଙ୍କର ସହଯୋଗ ଲାଭ କରିପାରିବେ। ଏହି ସମୟରେ ଆପଣଙ୍କ ବାପାଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ ମାତ୍ର ଆପଣଙ୍କୁ ଆପଣଙ୍କ ବାପାଙ୍କର ଯତ୍ନ ନେବାକୁ ପଡ଼ିବ। ଉପାୟ - ରବିବାର ଦିନ ଗୋମାତାଙ୍କୁ ଗୁଡ଼ ସେବନ କରାଇବା ।