ଛତିଶଗଡ଼ ଷ୍ଟାଇଲରେ ଓଡ଼ିଶାରେ ବଦଳିବେ ସବୁ ଅଫିସର! ବଡ଼ବଡ଼ ଅଫିସରଙ୍କ ମଧ୍ୟରେ ପଡ଼ିଲାଣି ଭାଳେଣି, ଜାଣନ୍ତୁ ପୁରା ଖବର

 
Mohan majhi

ନୂଆ ସରକାର ନୂଆ ରଣନୀତି । ରାତିରେ ରଣନୀତି ପ୍ରସ୍ତୁତ ଆଉ ସକାଳେ ସସପେନସନ୍ ଲେଟର ! ତେବେ ଏଭଳି ରଣନୀତି ଦେଖିବାକୁ ମିଳିଛି ଛତିଶଗଡ ରାଜ୍ୟରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବଦଳିଛି ସରକାର ବଦଳିଛି ନିୟମ । ପୂର୍ବରୁ ଛତିଶଗଡ଼ରେ କଂଗ୍ରେସ ଶାସନ କରୁଥିବା ସମୟରେ ବର୍ତ୍ତମାନ ବିଜେପି ଛତିଶଗଡ଼ରେ ନୂତନ ସରକାର ଗଢିଛି । ତେବେ ବର୍ତ୍ତମାନ ବିଷ୍ଣୁ ଦେଓ ସାଏ ବିଜେପିର ପ୍ରତିନିଧି ଭାବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି ।

A

ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ପ୍ରତିନିଧିତ୍ୱରେ ଛତିଶଗଡ଼ରେ ଦେଖିବାକୁ ମିଳିଛି ନୂଆ ରଣନୀତି । ରାତିରେ ମିଟିଂ ହୋଇଥିବା ବେଳେ ସକାଳୁ କିଛି ସରକାରୀ ଅଫିସରଙ୍କୁ ସସପେନସନ୍ ଲିଟର ମିଳିଥିବା ବେଳେ ଆଉ କିଛି ଅଫିସରଙ୍କୁ ଟ୍ରାନସ୍ଫର୍ କରା ଯାଇଛି ।

ମୋଟ ୮୮ ଜଣ ଆଇଏସ ଓ ଆଇପିଏସଙ୍କୁ ସସପେଣ୍ଡ କରିଦିଆ ଯାଇଥିବା ବେଳେ ୩୦ ଜଣ ଜିଲ୍ଲାପାଳଙ୍କୁ ଟ୍ରାନ୍ସଫର୍ କରା ଯାଇଛି ।

ତେବେ ଶୁଣିବାକୁ ମିଳେ ଯେପରି ବିଜେପି ଛତିଶଗଡରେ ସରକାର ଗଠନ କରି ବିଭିନ୍ନ ଅଫିସର୍ ଙ୍କର ବଦଳି କରିଛି ଠିକ୍ ସେହିପରି ଓଡିଶାରେ ମଧ୍ୟ କରିପାରେ ।