ଦେଖନ୍ତୁ ଭିଡିଓ: ହୋଟେଲରେ ପ୍ରେମିକା ସହ ରାତି କାଟୁଥିଲେ, ଯେମିତି ଶାରୀରିକ ସମ୍ବନ୍ଧ ରଖିଛନ୍ତି ଚାଲିଗଲା ଯୁବକଙ୍କ ଜୀବନ

 
Devraj samal

ହୋଟେଲ ରେ ରାତି କଟାଇବାକୁ ଯାଇ ଚାଲିଗଲା ଜୀବନ। ଯୁବକଙ୍କ ନାମ ଦେବରାଜ। ବାପାମାଆଙ୍କ ଏକମାତ୍ର ପୁତ୍ର ଥିଲେ ସେ। ଏକ ଜନୈକା ଯୁବତୀଙ୍କ ସହିତ ରହିଥିଲା ତାଙ୍କର ପ୍ରେମ ସମ୍ପର୍କ। ଗତ କାଲି ଅନଲାଇନରେ 'ଦିଶୁଲ ହୋମ' ନାମକ ଏକ ହୋଟେଲ  ଦୁଇ ଦିନ ପାଇଁ  ବୁକ୍ କରିଥିଲେ ସେ ଦୁହେଁ । ହୋଟେଲର ତିନି ତାଲାରେ ଥିବା ରୁମ୍ ରେ ରହୁଥିଲେ ମାତ୍ର କୌଣସି କାରଣରୁ ଦୁହିଁକ ମଧ୍ୟରେ କଳହ ସୃଷ୍ଟି ହେଇଥିଲା।

Jubati

ଯାହା ଏତେ ଭୟାନକ ଥିଲା ଯେ ତାହାର ଶବ୍ଦ ବାହାରକୁ ମଧ୍ୟ ସୁଭୁଥାଏ। ଶବ୍ଦ ଶୁଣି ହୋଟେଲ କର୍ମଚାରୀ ଉକ୍ତ ରୁମ୍ କୁ ଯିବା ପରେ ଚିତ୍ ହୋଇ ପଡ଼ିଥିଲେ ଉକ୍ତ ଯୁବକ ଜଣଙ୍କ। ଯାହାର ଖବର ପହଚିଥିଲା ହୋଟେଲ ମାଲିକଙ୍କ ପାଖରେ। ପରେ ଦେବରାଜ କୁ ଆମ୍ବୁଲାନ୍ସ ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା।ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Jubaka

ମାତ୍ର ପରିବାର ଲୋକେ ଯୁବକ ଜଣକୁ ହତ୍ୟା କରାଯାଇଛି ବୋଲି ସହରାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଯୁବକଙ୍କ ବଡ଼ ଭିଣେଇ ବିକାଶ ରଞ୍ଜନ ନାୟକ ଗଣ ମାଧ୍ୟମ କୁ କହିଛନ୍ତିଯେ ଏହା ଏକ ସୁ ପରିକଳ୍ପିତ ହତ୍ୟାକାଣ୍ଡ। ଏପଟେ ପୋଲିସ ମଧ୍ୟ ତାର ତଦନ୍ତ ଆରମ୍ଭ କରିଦେଇଛି। ପୋଲିସ ହୋଟେଲ ରୁମ୍ ରୁ କଣ୍ଡୋମ୍ , ମେଡ଼ିସିନ୍ ମଦ ବୋତଲ ଭଳି ଅନେକ ଆପଦ୍ଦଜନକ ସାମଗ୍ରୀ ଜବତ କରିଛି। 

ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଯୁବତୀ ସ୍ମିଧା ରାୟ କୁ ଅଟକ ରଖିଛି। ହେଲେ ବର୍ତ୍ତମାନ ସୁଧା କୌଣସି ସତ୍ୟତା ଆଖି ସାମ୍ନାକୁ ଆସିନାହିଁ। ଏହା ହତ୍ୟା କି ଆଉ କନ ଘଟଣା ରହିଛି ଏହା ପଛରେ ତାହା ତଦନ୍ତ ପରେ ଜଣ ପଡ଼ିବ।