ଶେଷରେ ଜଣାପଡିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ରହିଥିଲା କେତେ ରତ୍ନ ଅଳଙ୍କାର, ସାମ୍ନାକୁ ଆସିଲା ବଡ଼ ତଥ୍ୟ

 
Ratna bhandar

ପୂର୍ବରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହାର ରତ୍ନ ଭଣ୍ଡାର ଖୋଲା ଯାଇଥିବା ବେଳେ ବର୍ତ୍ତମାନ ଭିତର ରତ୍ନ ଭଣ୍ଡାର ଖୋଲା ଯାଇଛି । ଆପଣ ତ ଜାଣିଥିବେ ଏହି ରତ୍ନ ଭଣ୍ଡାର ଖୋଲିବାକୁ ନେଇ ପୂର୍ବରୁ କେତେ ବାଦ ବିବାଦ ସୃଷ୍ଟି ହୋଇଥିଲା । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

କିନ୍ତୁ ଶେଷରେ ସବୁ ବାଦ ବିବାଦର ଅନ୍ତ ଘଟିଛି । ଏବଂ ଖୋଲା ଯାଇଛି ରତ୍ନ ଭଣ୍ଡାର । ବାହାର ରତ୍ନ ଭଣ୍ଡାର ଖୋଲାଯିବା ପରେ ନିକଟରେ ଭିତର ରତ୍ନ ଭଣ୍ଡାର ଖୋଲା ଯାଇଛି ।

Ay

ତେବେ ଜାଣନ୍ତୁ ଭିତର ରତ୍ନ ଭଣ୍ଡାର ଖୋଲିବା ପରେ ଏହାକୁ ନେଇ କଣ ରହିଛି ପ୍ରତିକ୍ରିୟା ....

ତେବେ କମିଟିର ମୁଖ୍ୟ ପ୍ରଶାସକଙ୍କ କହିବା ଅନୁସାରେ ରତ୍ନ ଭଣ୍ଡାର ଖୋଲି ସମସ୍ତ ଅଳଙ୍କାର ଗଣିବାକୁ ପ୍ରାୟ ସାତ ଘଣ୍ଟା ସମୟ ଲାଗିଥିଲା । ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ବର୍ତ୍ତମାନ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ ହୋଇ ଯାଇଛି । 

ଏହା ସବୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ହିଁ ସମ୍ଭବ ହୋଇଛି । ଏବଂ ସୂଚନା ଅନୁଯାୟୀ ବାହାର ରତ୍ନ ଭଣ୍ଡାର ଭିତରୁ ତିନୋଟି ସିନ୍ଦୁକ ଏବଂ ଦୁଇଟି ଆଲମାରୀ ମିଳିଛି ।