କେତେ ଦରମା ପାଇବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ? ଜାଣନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଦରମା

 
Sallary

ଦୀର୍ଘ ୨୫ ବର୍ଷ ପରେ ବଦଳିଛି ସରକାର । ଓଡ଼ିଶାରେ ଦେଖା ଦେଇଛି ପରିବର୍ତ୍ତନ । ବିଜେଡି ବଦଳରେ ବିଜେପି ଓଡିଶାରେ ଗଢିଛି ସରକାର । ବଦଳିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

 ଓଡ଼ିଶା ଏଥର ନିଜର ମୁଖ୍ୟମନ୍ତ୍ରୀ ଭାବେ ଏକ ନୂଆ ମୁହଁ ପାଇଛି । ନବୀନ ପଟ୍ଟନାୟକଙ୍କ ପରେ ମୋହନ ମାଝି ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏକ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ସୁବିଧା ସୁଯୋଗ ପାଇଥାଏ ମୋହନ ମାଝିଙ୍କୁ ମଧ୍ୟ ସେଭଳି ସୁବିଧା ମିଳିବ ।

A

ତେବେ ଯଦି ଦରମା କଥା କୁହାଯାଏ ତାଙ୍କର ମାସିକ ଦରମା ୧ ଲକ୍ଷ ୬୦ ହଜାର ରହିଛି । ପୁର୍ବରୁ ନବୀନ ପଟ୍ଟନାୟକଙ୍କ ଯେଉଁ ଅଭିଯୋଗ ପ୍ରକୋଷ୍ଠ ରହିଥିଲା ତାହା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିବାସ ହେବ । 

ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀଙ୍କ ଦରମା କେତେ ରହିବ ତାହା ଘୋଷଣା ହୋଇ ନାହିଁ । କିନ୍ତୁ ସୁଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀଙ୍କ ଦରମା ମୁଖ୍ୟମନ୍ତ୍ରୀଙ୍କ ଠାରୁ ୫୦୦୦ କମ୍ ରହିବ ।