ଭାଲେଣ୍ଟାଇନ୍‌ ଡେ’ରେ ସାବଧାନ : ପ୍ରେମୀ ଯୁଗଳ ଙ୍କ ଉପରେ କଳିଙ୍ଗ ସେନାର ନଜର

ଫେବୃଆରୀ ୧୪ ରେ ହଉଚି ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ । ଭାଲେଣ୍ଟାଇନ୍ ଡେ ପୁରା ବିଶ୍ଵ ରେ ମାନାଯାଏ । ଏହି ଦିନ ସବୁ ପାର୍କ ଏବଂ ବିଭିର୍ନ ସ୍ଥାନରେ ପ୍ରେମୀ ଯୁଗଳ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ମାତ୍ର ରାଜଧାନୀ ଭୁବନେଶ୍ୱର ରେ ପ୍ରେମୀ ଯୁଗଳ ମାନଙ୍କୁ କଳିଙ୍ଗ ସେନା ତରଫରୁ ସତର୍କ କରା ଯାଇଛି । ଭାଲେଣ୍ଟାଇନ୍ ଡେ’ ନାମ ରେ କୌଣସି ପ୍ରେମୀ ଯୁଗଳ ଯଦି ଅଶ୍ଳୀଳତା ର
 
ଭାଲେଣ୍ଟାଇନ୍‌ ଡେ’ରେ ସାବଧାନ :  ପ୍ରେମୀ ଯୁଗଳ ଙ୍କ ଉପରେ କଳିଙ୍ଗ ସେନାର ନଜର

ଫେବୃଆରୀ ୧୪ ରେ ହଉଚି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ । ଭାଲେଣ୍ଟାଇନ୍‌ ଡେ ପୁରା ବିଶ୍ଵ ରେ ମାନାଯାଏ । ଏହି ଦିନ ସବୁ ପାର୍କ ଏବଂ ବିଭିର୍ନ ସ୍ଥାନରେ ପ୍ରେମୀ ଯୁଗଳ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ମାତ୍ର ରାଜଧାନୀ ଭୁବନେଶ୍ୱର ରେ ପ୍ରେମୀ ଯୁଗଳ ମାନଙ୍କୁ କଳିଙ୍ଗ ସେନା ତରଫରୁ ସତର୍କ କରା ଯାଇଛି ।

ଭାଲେଣ୍ଟାଇନ୍‌ ଡେ’ରେ ସାବଧାନ :  ପ୍ରେମୀ ଯୁଗଳ ଙ୍କ ଉପରେ କଳିଙ୍ଗ ସେନାର ନଜର

ଭାଲେଣ୍ଟାଇନ୍‌ ଡେ’ ନାମ ରେ କୌଣସି ପ୍ରେମୀ ଯୁଗଳ ଯଦି ଅଶ୍ଳୀଳତା ର ସୀମା ଅତିକ୍ରମ କରନ୍ତି ତ କଡା ପଦକ୍ଷପ ନେବ ବୋଲି କହିଛି କଳିଙ୍ଗ ସେନା । ଏହାକୁ ନେଇ କଳିଙ୍ଗ ସେନା ପକ୍ଷରୁ ପୁଲିସ୍‌ କମିଶନରଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ଦିଆଯାଇଥିବା ଜଣା ପଡିଛି ।

କଳିଙ୍ଗ ସେନା ଆହୁରି ମଧ୍ୟ କହିଛି ସହରରେ ବିଭିନ୍ନ ପାର୍କ ଏବଂ ପବ୍ଲିକ୍‌ ସ୍ଥାନରେ ଯଦି ପ୍ରେମୀ ଯୁଗଳ ମାନେ ନିଜର ସୀମା ଟପିଲେ ତ ଆଦୌ ଗ୍ରହଣ କରାଯିବ ନାହିଁ। ପ୍ରେମ ଦିବସକୁ ସହିଦ ଦିବସ ଭାବେ କଳିଙ୍ଗ ସେନା ପାଳନ କରୁଛି ।

ଭାଲେଣ୍ଟାଇନ୍‌ ଡେ’ରେ ସାବଧାନ :  ପ୍ରେମୀ ଯୁଗଳ ଙ୍କ ଉପରେ କଳିଙ୍ଗ ସେନାର ନଜର

କଳିଙ୍ଗ ସେନା ପକ୍ଷରୁ ସବୁ ପ୍ରେମୀ ଯୁଗଳ ଙ୍କୁ ସାବଧାନ କରା ଯାଇଛି । ଦରକାର ପଡିଲେ ଆଇନ କୁ ମଧ୍ୟ ନିଜ ହାତକୁ ନେବାକୁ ପଛେଇବ ନାହିଁ ବୋଲି କହିଛନ୍ତି କଳିଙ୍ଗ ସେନା ।