ଦେଖନ୍ତୁ ଭିଡିଓ: ଦାଣ୍ଡରେ ପଡ଼ି ହାଟରେ ଗଡିଲା ପ୍ରେମ, ଦେହ ସୁଖ ନେଲା ପରେ ମାଷ୍ଟର କ୍ୟାଣ୍ଟିନ ଆଗରେ ପ୍ରେମିକା ସହ କଲା ଏମିତି

 
Deha sukha

ରାଜଧାନୀ ରାସ୍ତାରେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ହାଇଡ୍ରାମା। ବର୍ଷା ସମୟରେ ଲୋକେ ମଜା ଉଠାଉଥିଲେ ଡ୍ରାମାର। ହେଲେ ଏମାନଙ୍କୁ କିନ୍ତୁ କିଛି ଫରକ୍ ପଡୁ ନ ଥିଲା।ନିଜ ଲଢେଇକୁ ନେଇ ବେଶ୍ ବ୍ୟସ୍ତ ଥିଲେ ଯୁବକ ଓ ଯୁବତୀ। ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରୁ କେହି ଜଣେ ଏହାର ଭିଡିଓ କରି ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏହା ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଛୁ

ରୋଡ ଉପରେ ଯୁବକ ଓ ଯୁବତୀଙ୍କର ଏପରି ଡ୍ରାମା ହୁଏ ତ ଲୋକ ମାନଙ୍କ ପାଇଁ ନୂଆ ନୁହେଁ। ଆଉ ରାଜଧାନୀ ରାସ୍ତାରେ ତ ଏ ନିତିଦିନିଆ ଖବର ପାଲଟି ଗଲାଣି। ଜନ ଗହଳି ପୂର୍ଣ୍ଣ ମାଷ୍ଟର କ୍ୟାଣ୍ଟିନ ଛକରେ ଏଭଳି ଏକ ଲଢେ଼ଇର ଦୃଶ୍ୟ ସାମ୍ନାକୁ ଆସିଛି।

ଆଜି ଅପରାହ୍ନରେ ବର୍ଷା ଚାଲିଥିବା ସମୟରେ ସର୍ବ ସମ୍ମୁଖରେ ମାରପିଟ ହେଉଥିଲେ ଦୁଇ ଯୁବତୀ ଓ ଜଣେ ଯୁବକ। ଯୁବକ ଜଣକ ଅଭଦ୍ର ଭାଷାରେ ଯୁବତୀଙ୍କୁ ଗାଳି ଦେଉଥିବା ବେଳେ ଯୁବତୀ ମଧ୍ୟ ମାର୍ ନ ମାର୍ ଅବସ୍ଥାରେ। କିଛି ସମୟ ଏପରି ଧକ୍କା ପେଲା ପରେ ତିନି ଜଣ ସେଠାରୁ ଚାଲି ଯାଇଥିଲେ। ହେଲେ ଦୃଶ୍ୟ ଟି ଏବେ ମୋବାଇଲ୍ ରୁ ମୋବାଇଲ୍ ଭାଇରାଲ ହେବାରେ ଲାଗିଛି।

ହେଲେ ଏ ନେଇ କୌଣସି ସ୍ପଷ୍ଟତା ମିଳି ନାହିଁ। ଥାନାରେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନାହିଁ। ଯୁବତୀ ଓ ଯୁବକଙ୍କ ପରିଚୟ ଓ ଝଗଡାର କାରଣ ଏବେ ବି ଅସ୍ପଷ୍ଟ।