ମୋହନ ସରକାର କଥା ନଶୁଣି ହଟହଟା ହେଲେ ମମତା, ଓଡ଼ିଶାରେ ଆଳୁ ଟ୍ରକ ଦେଖି ଆହୁରି ରାଗିଲେ
ଆପଣମାନେ ନିକଟରେ ତ ଶୁଣିଥିବେ କି ଓଡ଼ିଶାରେ ଆଳୁ ସଙ୍କଟ ଦେଖା ଦେଇଥିଲା।ଓଡ଼ିଶାକୁ ଆଳୁ ପଶ୍ଚିମବଙ୍ଗରୁ ଆସିଥାଏ । ଆଉ ଏବେ ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ପଠାଇବାକୁ ମନା କରିଥିଲେ ।
ଆଉ ଏବେ ଏହାକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ । ଏବେ ପଶ୍ଚିମବଙ୍ଗର ଆଳୁ ଆଉ ଓଡ଼ିଶା ଆସିବ ନାହିଁ । ଆଉ ସେଥିପାଇଁ ଚିନ୍ତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ପଶ୍ଚିମବଙ୍ଗରେ ଆଳୁ ପଚି ଯାଉଛି ।
ବର୍ଷ ବର୍ଷ ଧରି ଓଡ଼ିଶାକୁ ଆଳୁ ଦେଇ ବ୍ଲାକମେଲ କରୁଥିଲେ ମମତା ଦିଦି । ଆଉ ଓଡ଼ିଶାରେ ଚଳିବ ନାହିଁ ମମତା ବାନାର୍ଜୀଙ୍କ ବ୍ଲାକମେଲ। ଏବେ ରାଜ୍ୟ ସରକାର ଦିଦିଙ୍କୁ ପାନେ ଦେଇ ପଶ୍ଚିମବଙ୍ଗରୁ ଆଳୁ ଆଣିବା ବନ୍ଦ କରିଲେ । ଏବେ ମମତାଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ମୋହନ ଚରଣ ମାଝୀ ।
ସେ ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ମନା କରିଦେଲେ । ଆଉ ଏବେ ଆଳୁ ଉତ୍ତରପ୍ରଦେଶରୁ ଆସୁଛି । ଆଳୁ ସମସ୍ୟା ଦେଖାଯିବା ପରେ ଏଭଳି କିଛି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେ ପଶ୍ଚିମବଙ୍ଗରେ ଆଳୁ ପଚି ଯାଉଛି ଏବେ ଚିନ୍ତାରେ ଅଛନ୍ତି ମମତା ବାନାର୍ଜୀ । କାହାକୁ ଆଳୁ ବିକ୍ରି କରିବେ ବୋଲି ଚିନ୍ତା କରୁଛନ୍ତି। ଏବେ ଓଡ଼ିଶାରେ ଆଳୁ ପର୍ଯ୍ୟାପ୍ତ ପରିମାଣର ମିଳୁଛି ।
ଆଉ ଆଳୁ ପାଇଁ ଚିନ୍ତା କରିବେ ନାହିଁ ଓଡ଼ିଶାବାସୀ । ପଶ୍ଚିମବଙ୍ଗରୁ ନୁହେଁ ବରଂ ୟୁପିରୁ ଆସୁଛି ଆଳୁ । ଆଉ ଏବେ ଏହାକୁ ଦେଖି ଚିନ୍ତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଉତ୍ତରପ୍ରଦେଶରୁ ଆସୁଛି ଆଳୁ କିନ୍ତୁ ଏହା ଭଲ ନାହିଁ । ଏଥର ଓଡ଼ିଶାରେ ଆଳୁ ଉତ୍ପାଦନ ହେବ ଆଉ ଏବେ ମମତା ଦିଦି ମଧ୍ଯ ମିଶିଯିବେ । ପଶ୍ଚିମବଙ୍ଗର ଆଳୁ ଉତ୍ତରପ୍ରଦେଶର ଆଳୁ ଠାରୁ ଅଧିକ ଚାହିଦା ରହିଛି ।