ଦେଖନ୍ତୁ ଭିଡିଓ: ମୋଦୀଙ୍କ ରୋଡ ଶୋ'ରେ ହଠାତ କିଛି ଏପରି କାଣ୍ଡ ଘରାଇଲେ ଏକ ବ୍ୟକ୍ତି, ଘେରିଗଲେ ଲୋକେ ଓ ପୋଲିସ

 
Modi

ଭୁବନେଶ୍ଵରରେ ମୋଦୀଙ୍କ ରୋଡ ଶୋରେ ଏପରି କାଣ୍ଡ ଘଟାଇଲେ ଜଣେ ବ୍ୟକ୍ତି , ଯାହା ଜାଣିବା ପରେ ପୋଲିସ ତାଙ୍କ ସହିତ କିଛି କରିଥିଲା ଏପରି ! ବ୍ୟକ୍ତି ଜଣଙ୍କର ଏପରି କାମ ଦେଖି ତାଙ୍କୁ ଘେରି ଯାଇଥିଲେ ମହିଳା ଓ ପୁରୁଷ ।

 Follow our WhatsApp channel and get all the Latest news 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଗତ କାଲି ଭୁବନେଶ୍ୱରରେ ମୋଦୀଙ୍କ ନିର୍ବାଚନୀ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯାହା ଏକ ଭବ୍ୟ ଓ ବିରାଟ ସମାବେଶ ଥିଲା । ଲୋକ ଗହଳି ସାଙ୍ଗକୁ ପ୍ରଚାର ପ୍ରସାରର ଉପକରଣ ଦେଖିବା ଭଳି ଥିଲା । 

Byakti

ସମସ୍ତଙ୍କ ନଜର ରହିଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ । ଠିକ୍ ସେହି ସମୟର ସୁଯୋଗ ନେଇ ଗହଳି ଭିତରେ କିଛି ଏପରି କରିଥିଲେ ଏକ ଦୁର୍ବୃତ୍ତ ବ୍ୟକ୍ତି । ଯାହା ଉପରେ ପୋଲିସ୍ ର ନଜର ପଡ଼ିବା ପରେ ପୋଲିସ୍ ସିଧା ଗିରଫ କରିଥିଲା ତାଙ୍କୁ । 

ବ୍ୟକ୍ତି ଜଣଙ୍କ ଗହଳିର ସୁଯୋଗ ନେଇ ଚୋରି କରିବା ଆରମ୍ଭ କରି ଦେଇଥିଲେ । କେବଳ ସେତିକି ନୁହେଁ ମହିଳା ମାନଙ୍କ ସହ ଖରାପ ବ୍ୟବହାର ମଧ୍ୟ କରୁଥିଲେ । ବାରମ୍ବାର ଏପରି କରିବା ପରେ ନଜର ପଡ଼ିଥିଲା ପୋଲିସର ।