ମେଲା ପଡ଼ିଆରେ ଭାଇବୋଉ ସହ ଶାରୀରିକ ସମ୍ପର୍କ ରଖୁଥିଲା ଦେଢଶୂର, ସମ୍ପର୍କ ଭୁଲି ମାତିଥିଲେ ମଜା ନେବାରେ, ଆଉ ତାପରେ...

 
Bhaibohu sampark

ଦେଢଶୂର ସାଙ୍ଗେ ଭାଇବୋଉ ପ୍ରୀତି ! ପଡୋଶୀ ବୃଦ୍ଧା ଜଣଙ୍କ ଦେଖି ଦେବାରୁ ବୃଦ୍ଧ ଜଣଙ୍କୁ ଜୀବନରୁ ମାରି ଦେଇଛନ୍ତି ଦୁହେଁ । ଆଜ୍ଞା ହଁ । ବର୍ତ୍ତମାନ ସମୟରେ ଏହି ଘଟଣା ଗୁଡ଼ିକ ଯେପରି ସାଧାରଣ ଭଳି ଲାଗୁଛି । ହିନ୍ଦୁ ଧର୍ମ ଅନୁସାରେ କୁହାଯାଏ ଦେଢଶୂର କୁ ଛୁଇଁବା ବି ପାପ । ହେଲେ ବର୍ତ୍ତମାନ ସମୟରେ ଦେଢଶୂର ସାଙ୍ଗେ ଅନୈତିକ ସମ୍ପର୍କ ରଖିବାକୁ ବି ପଛାଉ ନାହାନ୍ତି ଭାଇବୋଉ ।

Bhabibohu dedhasura

ନିକଟରେ ଏପରି ଏକ ଜଘର୍ଣ୍ୟ ଅପରାଧ ଦେଖିବାକୁ ମିଳିଛି ଯାହାକୁ ଘୋର ନିନ୍ଦା କରିଛନ୍ତି ଲୋକେ । ଏଠି କେବଳ କଥା ଅନୈତିକ ସମ୍ପର୍କର ନୁହେଁ ବରଂ ଏହି ପାପ ସମ୍ପର୍କକୁ ବଞ୍ଚାଇବାକୁ ଯାଇ ଜଣେ ନିରୀହ ନିର୍ଦ୍ଦୋଷ ବୃଦ୍ଧାଙ୍କ ଜୀବନ ନେବାକୁ ବି ପଛେଇ ନାହାନ୍ତି ଦୁହେଁ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସୂଚନା ଅନୁସାରେ ନିଜ ସ୍ତ୍ରୀ ନନ୍ଦିନୀ ଓ ଛୁଆକୁ ଛାଡ଼ି ସ୍ଵାମୀ ବାହାରକୁ କାମ କରିବାକୁ ଯାଇଥିଲେ । ଯାହା ପରେ ସ୍ତ୍ରୀ ଖୋଜିଥିଲେ ନିଜ ଦେହ ଭୋକ ମେଣ୍ଟେଇବା ପାଇଁ ଅନ୍ୟ ଜଣେ ସାଥି । ଯାହା ପରେ ସ୍ତ୍ରୀ ନନ୍ଦିନୀ ଓ ଦେଢଶୂର ରାଜକିଶୋରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଅନୈତିକ ସମ୍ପର୍କ । ଲୋକଙ୍କ କହିବା ଅନୁସାରେ ନନ୍ଦିନୀଙ୍କ ର ସେହି ଗ୍ରାମର ଅନ୍ୟ ଯୁବକଙ୍କ ସହ ମଧ୍ୟ ଅନୈତିକ ସମ୍ପର୍କ ରହିଛି ।

କଥା ତ ସେତେବେଳେ ସବୁ ବାହାରକୁ ଆସିଲା ଯେତେବେଳେ ଏହି ବୃଦ୍ଧାଙ୍କର ମୃତ ଶରୀର ମିଳିଲା । ବୃଦ୍ଧା ଜଣଙ୍କ କୁଆଡେ ଦୁହିଁଙ୍କର ସମ୍ପର୍କକୁ ଘର ପଛ ପଡ଼ିଆରେ ଦେଖି ଦେଉଥିଲେ । କାଳେ ବୃଦ୍ଧା ଜଣଙ୍କ କାହାକୁ କହି ଦେବେ ବୋଲି ବୃଦ୍ଧା ଜଣଙ୍କୁ ମାରି ଘର ପଛ ପଟ କୂଅରେ ଦୁହେଁ ଫୋପାଡି ଦେଇଥିଲେ ।