ବିଜେଡି ବିଧାୟକଙ୍କ ଯୌନକ୍ରିୟା, ଏରିଆରେ କାମ କମ୍ ବେଡ଼ରୁମରେ ଅଧିକ, ସ୍ୱତନ୍ତ୍ର ଘରେ ଚାଲୁଛି ରାସଲୀଳା, ଜାଣନ୍ତୁ ପୁରା ଖବର

 
Bidhayak

ଲୋକେ ଭୋଟ ଦେଇ ନିର୍ବାଚିତ କରନ୍ତି ନିଜ ପ୍ରତିନିଧିଙ୍କୁ। ଆଶା ଓ ଭରସା ରଖିଥାନ୍ତି ଆଗକୁ ଲୋକ ମାନଙ୍କ ଦୁଃଖ ସୁଖ ବୁଝିବେ ପ୍ରତିନିଧି। ବିକାଶ ପାଇଁ କାର୍ଯ୍ୟ କରିବେ। ଗରିବ ଆଖିର ଲୁହ ପୋଛିବେ।ହେଲେ ବାସ୍ତବତାଟି ରହିଛି କିଛି ଅଲଗା ,ଗୋଡ ହାତ ଧରି ମଦ ମାଂସ ଖୁଆଇ ଭୋଟ ଜିତିଗଲା ପରେ ତମେ କିଏ ନା ଆମେ କିଏ । ସେମାନେ କାମ କରନ୍ତି ସତ ହେଲେ ନିଜ ସ୍ୱାର୍ଥ ପାଇଁ। ଖୋଜି ବୁଲନ୍ତି ନିଜର ସୁଖ । ଏ ପରି ଘଟଣାସବୁ ଆମକୁ ଆଉ ଅଛପା ନାହିଁ।

ଏ ପରି ଆଉ ଏକ ଘଟଣା ଆସିଛି ଆଖି ସାମ୍ନାକୁ ,ଯେଉ ଥିରେ ବିଜେଡି ବିଧାୟଙ୍କ ରାସଲୀଳା ଦେଖିବାକୁ ମିଳିଛି। ଆଜ୍ଞା ହଁ ଭୋଟରେ ଜିତିବା ଦିନ ଠାରୁ ସେ ଲାଗି ରହିଛନ୍ତି ନିଜ ଦେହ ଭୋକ ମେଣ୍ଟାଇବାରେ। କେବେ ବୁଝିନାହାନ୍ତି ସେ ଲୋକଙ୍କ ଦୁଃଖ,ଓଲଟା ଲୋକଙ୍କ ପଇସାରେ କରୁଛନ୍ତି ଅୟେସ୍। ଘର,ବାଡ଼ି,ବଙ୍ଗଲୋ ଆଦି କୋଉଥିରେ ଅଭାବ ନାହିଁ।

Minister

ନେତାଙ୍କର ପ୍ରବଳ ଆସକ୍ତି ରହିଛି ନାରୀମାନଙ୍କ ପ୍ରତି। ଯେଉଁଥି ପାଇ ସେ ଭୂବନେଶ୍ୱରର ଲଷ୍ମୀସାଗରରେ କିଣିଛନ୍ତି ଏକ ସ୍ୱତନ୍ତ୍ର ଘର। ଯେଉଁଠି ରଚନ୍ତି ସେ ରାସଲିଳା । ଘରେ ସ୍ୱାମୀ ନଥିବା ବେଳେ ନେତା କରନ୍ତି ପ୍ରବେଶ ।ଗୋଟିଏ କି ଦୁଇଟି ନୁହେଁ ପ୍ରାୟ କୋଡିଏ ଜଣ ନାରୀଙ୍କ ସହିତ ରଖିଛନ୍ତି ଶାରୀରିକ ସମ୍ପର୍କ ।ଏ କଥା ଏବେ ନୁହେଁ ଆଗରୁବି ଅନେକ୍ ଥର ଆସିଛି ଆଖି ସାମ୍ନାକୁ।

v

ଏଥି ମଧ୍ୟରେ ଜଣେ ନାରୀ ଚଖମା ଦେଇଛି ନେତାଙ୍କୁ । ନେତାଙ୍କ ସହିତ ସମ୍ପର୍କ ରଖି ଧନ ଲୁଟି ସାରିବା ପରେ ମହିଳା ଜଣଙ୍କ ଏବେ ବିଜେପି ଦଳରେ ।କଥାଟି ଏବେ ଚାରି ଆଡ଼େ ପ୍ରଘଟ ।
ଆଗରୁ ଏଭଳି ଘଟଣାରେ ଅନେକ ନେତା ଦଳରୁ ହୋଇଛନ୍ତି ବହିସ୍କାର । ଆଗକୁ 2024 ନିର୍ବାଚନ ଆସୁଥିବା ବେଳେ ଲୋକଙ୍କ ଦୃଷ୍ଟି ରହିଛି ନେତାଙ୍କ୍ ଟିକେଟ କୁ ନେଇ।କାରଣ ନେତାବି ଟିକେଟ ପାଇଁ ପାଣି ଭଳି ପଇସା ଖର୍ଚ  କରିବାକୁ ଅଛନ୍ତି ରେଡି। ହେଲେ ଏଭଳି କାମୁକ ନେତାଙ୍କ ପାଇଁ କଣ ନିଷ୍ପତି ନେଉଛନ୍ତି ସୁପ୍ରିମ ତାହା ଦେଖିବା ବାକି ଅଛି ଏବେ।