ଭୁବନେଶ୍ୱର IG ପାର୍କରେ ବୁଲୁଛନ୍ତି ମାଳମାଳ ଦେହଜୀବୀ, ୧୦୦ ଟଙ୍କାରେ ମେଣ୍ଟାଉଛନ୍ତି ଦେହ ସୁଖ, ଜାଣନ୍ତୁ ପୂରା ଖବର

 
Ig park

ରାଜଧନୀ ଭୁବନେଶ୍ୱର ର ଇନ୍ଦିରା ଗାନ୍ଧୀ ପାର୍କ କୁ କିଏ ବା ନଜାଣେ, ଏଠାରେ ଆଗରୁ ମଧ୍ୟ ଅନେକ ଘଟଣା ଘଟିଛି ଯାହା ଚର୍ଚା ର ବିଷୟ ହୋଇଥିଲା ଆଉ ଏବେ ପାଲଟିଛି ଦେହଜୀବୀଙ୍କ ଆଡ୍ଡା ସ୍ଥଳୀ । ଏବେ ମଧ୍ୟ ଆଇଜି ପାର୍କରେ ବୁଳୁଛନ୍ତି ଅନେକ ଦେହଜୀବୀ । ସରବ ସମ୍ମୁଖ ରେ ବୁଲୁଛନ୍ତି ଏବଂ ସାଧାରଣ ଲୋକ ଙ୍କୁ ନିଜର ଶିକାର କରୁଛନ୍ତି । 

ଆଇଜି ପାର୍କ ରାଜଧାନୀ ଭୁବନଶ୍ୱର ର ଏକ ପ୍ରସିଦ୍ଧ ପାର୍କ ଏବଂ ଆମ ରାଜ୍ୟ ସହିତ ଅନ୍ୟ ରାଜ୍ୟ ରେ ମଧ୍ୟ ଏହାର ନାମ ରହିଛି । ଏଥିପାଇଁ ଭୁବନେଶ୍ୱର ଆସୁଥିବା ପ୍ରତିଟି ବ୍ୟକ୍ତି ଆଇଜି ପାର୍କ ବୁଲିବାକୁ ପସନ୍ଦ କରୁଛନ୍ତି । ଏଠାରେ ଦେହଜୀବୀ ମାନେ ଫାଇଦା ଉଠେଇ ଲୋକଙ୍କୁ ଠକୁଛନ୍ତି ।

Ig park

ଲୋକଙ୍କୁ ଭଲ ସ୍ୱେର୍ଭିସ ଦେବୀ କହି ପଇସା ଲୁଟ ମଧ୍ୟ କରୁଛନ୍ତି ଏବଂ ଡିଲ କରି ପାର୍କ ଭିତରେ ହିଁ ସର୍ଭିସ୍ ଦେଉଛନ୍ତି ଦେହଜୀବୀ, ତେବେ କିଛି ଲାକଙ୍କୁ ଏହା ବେଶ ଭଲ ଲାଗୁଚି ସତ । ଅନ୍ୟପଟେ ଅଭିଯୋଗ ଆସୁଛି ଯେ କିଛି ଲୋକଙ୍କୁ ଧମକେଇ ଲୁଟି ନେଉଛନ୍ତି । 

ତେବେ ଏନେଇ ରାଜ୍ୟ ର ସମସ୍ତ ଅଧିକାରୀ ସବୁ ଜାଣିଥିଲେ ମଧ୍ୟ କେହି ମୁହଁ ଫିଟାଇବାକୁ ରାଜି ନାହାନ୍ତି । ତେବେ ପାର୍କ ଭିତରେ ଥିବା କାର୍ଯ୍ୟରତ ସୁରକ୍ଷା କର୍ମୀ ଏପରି ବ୍ୟବହାର କରୁଛନ୍ତି ଯେମିତି ଏମାନେ ମଧ୍ୟ ଏମାନଙ୍କ ସହ ମିଶି ଛନ୍ତି ଏବଂ ଅଧିକ ଟଙ୍କା ଲୋଭରେ ମୁହଁ ବନ୍ଦ କରିଛନ୍ତି । ତାହାଲେ ପ୍ରଶ୍ନ ଏହା ଯେ ପ୍ରଶାସନ ଏହାକୁ ଦେଖି ଚୁପ୍ କାହିଁକି ରହିଛି?