ଝାରପଡ଼ା ଜେଲରେ ଏବେ ମାଳ ମାଳ ସୁନ୍ଦରୀ, ଅର୍ଚ୍ଚନା ନାଗ ପରେ ବଢିବାରେ ଲାଗିଛି ତାଲିକା, ଜାଣନ୍ତୁ ପୁରା ଖବର

 
Jharpada jail

ଝାରପଡ଼ା ଜେଲରେ ଲାଗିଛି ସୁନ୍ଦରୀଙ୍କ ଭିଡ଼ । ଗୋଟିଏ ପରେ ଗୋଟିଏ ସୁନ୍ଦରୀ ଏବେ ଝାରପଡ଼ା ରେ ପାଉଛନ୍ତି ସରକାରୀ ସେବା । ପ୍ରଥମେ ଅର୍ଚ୍ଚନା ନାଗଙ୍କ ଠାରୁ ଆରମ୍ଭ ହୋଇ ବର୍ତ୍ତମାନ ମୌସୁମୀ ଙ୍କ ପାଖରେ ପହଞ୍ଚିଛି ତାଲିକା ।

ଏପରି ଝାରପଡ଼ା ଜେଲରେ ଏବେ ଇରାନି , ରିନି ଓ ମୁସ୍କାନ ମଧ୍ୟ ରହୁଛନ୍ତି । ଏହି ସୁନ୍ଦରୀ ହିରୋଇନ୍ ମାନଙ୍କୁ କେବଳ ଆବଶ୍ୟକତା ଥିଲା ଜଣେ ଭଲ ପ୍ରଯୋଜକଙ୍କର । ତାହା ମଧ୍ୟ ପୁରଣ ହୋଇ ସାରିଛି ।

Jharpada

ଅର୍ଚ୍ଚନା ନାଗଙ୍କ ବିଷୟରେ ଆମେ ଆପଣଙ୍କୁ କଣ ବା କହିବୁ । ନିଜର ମହାନ୍ କର୍ମ ପାଇଁ ତ ସେ ଓଡ଼ିଶାର ଘରେ ଘରେ ପରିଚିତ । ତେବେ ଇରାନି ମଧ୍ୟ ସେହିପରି ନିଜ ରୂପ ଜାଲରେ ଲୋକ ମାନଙ୍କୁ ଫସାଇ ପଇସା ଲୁଟୁ ଥିଲେ । ଯଦି ମୁଷ୍କାନଙ୍କ କଥା କୁହାଯାଏ ତେବେ ତାଙ୍କ ରାସ୍ତା ଥିଲା ଟିକେ ନିଆରା ।

ମୁଷ୍କାନ ଷ୍ଟେସନ୍ କୁ ବାନାଇଥିଲେ ତାଙ୍କ ଟାର୍ଗେଟ । ବଡ଼ ବଡିଆ ଲୋକ ଦେଖି ଆଖିରେ କରୁଥିଲେ ଇଶାରା । ତା ପରେ ଖାଦ୍ୟରେ ନିଶା ଦେଇ ଲୁଟୁ ନେଉଥିଲେ ସବୁ । ତେବେ ରିନୀ ମାତାଙ୍କର କାହାଣୀ ମଧ୍ୟ କିଛି ସେହିପରି ଥିଲା , ହେଲେ ବେଶ ଥିଲା ମାତା।

Sundari

ତେବେ ଗତ କାଲି ମୌସୁମୀଙ୍କ ନାଆଁ ମଧ୍ୟ ଲିଷ୍ଟ ରେ ଚଢ଼ିଛି । ବ୍ଲାକ ମେଲିଂ , କଳଧନ୍ଦା କରି ପଇସା କମାଉଥିବା ଅଭିଯୋଗରେ ଏବେ ଝାରପଡ଼ା ଜେଲରେ ମୌସୁମୀ । ତେବେ ଯାହା କୁହନ୍ତୁ ନା କାହିଁକି ଜେଲ୍ କିନ୍ତୁ ନିଜକୁ ଧନ୍ୟ ମନେ କରୁଥିବ ଏତେ ସବୁ ସୁନ୍ଦରୀଙ୍କୁ ଏକା ସାଙ୍ଗରେ ପାଇ ।