ଏବେ ବନ୍ଧା ହେବେ ପାଣ୍ଡିଆନ ଏବଂ ବବି, ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷପ

 
babi pandian

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆଜିକାଲି ଦୁନିଆରେ ଘଟିଥିବା ଘଟଣା ସବୁ ଜାଣିପାରିବେ । 

ଏବେ ବିଜେପି ସରକାର ଓଡ଼ିଶାରେ ଶାସନ କରୁଛି। ତେବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତକାଲି ବିଜେଡିର ବିଭିନ୍ନ ବିଭଗର ଓ ଯୋଜନାର ସମସ୍ତ ଉପଦେଷ୍ଟାଙ୍କୁ ହଟାଇ ଦେଇଥିଲେ। ଆଉ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଜେଡି ସରକାର ସ୍ତରରେ ନିଯୁକ୍ତି ପାଇଥିବା ବିଭିନ୍ନ ନିଗମ ଅଧ୍ୟକ୍ଷ ମାନଙ୍କୁ ହଟେଇ ଦେବାକୁ ନିର୍ଦେଶ ଦେଇଛନ୍ତି। 

For Pandian, by Pandian, against Pandian is the story of 2024 Odisha polls

ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁଁ ନିଗମ ଗୁଡ଼ିକର ପରିଚଳନରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉନଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡିର ନେତା ମାନଙ୍କୁ ହଟାଇ ଦେଇଛନ୍ତି। ସେମାନଙ୍କ ପାଇଁ କିଛି ବି ଲାଭ ହେଉନଥିଲା ଓଲଟା ରାଜକୋଷରୁ ଟଙ୍କା ବର୍ବାଦ ହେଉଥିଲା। 

ସେଇଥିପାଇଁ ସେମାନଙ୍କୁ ବିଦା କରିଦେଇଛନ୍ତି ନୂଆ ସରକାର। ରାଜ୍ୟରେ ସାଧାରଣ ନିର୍ବାଚନ ଫଳାଫଳ ଜୁନ ୪ ତାରିଖରେ ପ୍ରକାଶ ପାଇବା ପରେ ବିଭିନ୍ନ ସରକାରୀ ଉଦ୍ୟଗ ଭୋଟ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ବିଜେଡ଼ି ନେତା ମାନେ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। କିନ୍ତୁ ଆଉ କିଛି ନେତା ପଦବୀ ଛାଡ଼ିନଥିବାରୁ ବିଜେପି ସରକାର ଧାଡ଼ିକିଆ ନିର୍ଦ୍ଦେଶନାମା ଜାରି କରିଥିଲେ। 

ଆଉ ବିଜେଡି ସରକାରରେ ନିଯୁକ୍ତି ପାଇଥିବା ସମସ୍ତ ନେତାଙ୍କୁ ଦାୟିତ୍ଵ ମୁକ୍ତ କରିଛନ୍ତି। ଯଦି ନିଗମର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ବିଭିନ୍ନ ବିଭାଗର ଉପଦେଷ୍ଟା ମାନଙ୍କ ଦ୍ଵାରା ସରକାରଙ୍କ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ହେଇନି, ତେବେ ସେମାନଙ୍କୁ ଯେଉଁ ଗାଡ଼ି କର୍ମଚାରୀ ପ୍ରଚାର ରାଶି ବାବଦକୁ ମାସକୁ ଲକ୍ଷାଧିକ ଟଙ୍କା ଦିଆଯାଇଥିଲା। ସେଗୁଡିକୁ କିପରି ଭରଣ କରାଯିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।