ରାତି ହେଲେ ଛାତ୍ରୀକୁ ମେସେଜ୍ କରି ସାର୍ ମାଗୁଛନ୍ତି 'ସେକ୍ସି ଫଟୋ' ଆଉ କହୁଛନ୍ତି ଫଟୋ ନଦେଲେ... ଜାଣନ୍ତୁ ପୁରା ଘଟଣା
ଆଜିକାଲି ସମାଜରେ ଏଭଳି ଅନେକ କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଘଟିଥିବା ଘଟଣା ଭିତରୁ ଶିକ୍ଷକ ଆଉ ଛାତ୍ରୀଙ୍କ ଘଟଣା ଅଧିକ ଆସୁଛି । ଏବେ ପୁଣି ଏଭଳି କିଛି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ଯାହା ସମାଜ ପାଇଁ ନିନ୍ଦନୀୟ ଅଟେ ।
ସମାଜରେ ଏଭଳି ଲୋକ ରହିବା ଉଚିତ୍ ନୁହେଁ । ଶିକ୍ଷକ ଆଉ ଛାତ୍ରୀଙ୍କ ସଂପର୍କ ବହୁତ ମଧୁର ହୋଇଥାଏ । ଶିକ୍ଷାଦାନ ଠାରୁ ବଡ ଦାନ ନାହିଁ । କିନ୍ତୁ ଆଜିକା ସମାଜରେ ଏଭଳି ଶିକ୍ଷକ ଅଛନ୍ତି ଯେଉଁମାନେ ଛାତ୍ରୀଙ୍କୁ ଏଭଳି ଖରାପ ନଜରରେ ଦେଖି ଥାଆନ୍ତି ।
ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ବରଗଡ ଜିଲ୍ଲାର ଏକ କଲେଜରୁ । ଏହି କଲେଜର ଜଣେ ଅଧ୍ୟାପକ ଏଭଳି କିଛି କାମ କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ପ୍ରଧ୍ୟକ୍ଷକ ଜଣକ ଅର୍ଥନୀତି ପଢ଼ାଇ ଥାଆନ୍ତି । ଆଉ ସେ ପାଠ ପଢ଼ାଉଥିବା ନିଜ ଝିଅ ବୟସର ଛାତ୍ରୀଙ୍କ ସହିତ ଅ-ଶ୍ଳୀ-ଳ କଥାବାର୍ତ୍ତା, ଏବଂ ତାଙ୍କୁ ଅନେକ କିଛି କଥା କହିବା ସହ ତାଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ । ଏହାସହ ତାଙ୍କୁ ମଧ୍ଯ ଆଉ ଖରାପ ମେସେଜ କରିଥିଲେ । ଏହାସହ ସେହି ଛାତ୍ରୀ ଜଣକ ମଧ୍ୟ ଏଭଳି କାମ କରିଥିଲେ ।
ଏହି ଛାତ୍ରୀ ଜଣକ ମଧ୍ୟ ତାଙ୍କୁ ଦିନରେ ଧନ ଆଉ ଏଭଳି ଅନେକ କିଛି କଥା କହିଥାନ୍ତି । ଅର୍ଥନୀତି ପ୍ରଧ୍ୟାପକ ପଢ଼ାଉଥିଲେ ପ୍ରେମ ପାଠ । କେତେବେଳେ ସେ ସୁଇଟ ହାର୍ଟ ଡାକୁଥିଲେ ତ ଆଉ କେତେବେଳେ ବେବି ବୋଲି ଡାକୁଥିଲେ । ଛାତ୍ରୀଙ୍କୁ ସେ ପ୍ରେମ ନିବେଦନ କରୁଥିଲେ ଆଉ କେତେବେଳେ ରାତିରେ ଖୋଜୁଥିଲେ । ଏହାସହ ତାଙ୍କୁ ଛାତ୍ରୀ ମଧ୍ୟ ଏଭଳି କହୁଥିଲେ । ପ୍ରଧ୍ୟାପକ ଜଣକ ତାଙ୍କୁ ଅନେକ କିଛି କହିବା ସହ ରାତିରେ ଫଟୋ ମାଗୁଥିଲେ । ଆହୁରି ମଧ୍ୟ ଅନେକ କିଛି କଥା କହୁଥିଲେ ।
ଏବେ ଛାତ୍ରୀ ଏବଂ ପ୍ରଧ୍ୟକ୍ଷକଙ୍କ ପ୍ରେମ ସମସ୍ତଙ୍କ ସାମ୍ନାକୁ ଆସିଛି । ଏବେ ଏହି ଛାତ୍ରୀ ଆଉ ଅଧ୍ୟାପକଙ୍କ ହ୍ୱାଟସ ଅପ୍ ଚାର୍ଟ ସମସ୍ତଙ୍କ ସାମ୍ନାକୁ ଆସିଛି । ଛାତ୍ରୀଙ୍କ ଠାରୁ ଯୌ-ନ ସୁଖ ଖୋଜୁଥିଲେ ପ୍ରେମିକ ପ୍ରବର ପ୍ରଶିକ୍ଷକ । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର କଲେଜର ଅର୍ଥନୀତି ପ୍ରଧ୍ୟକ୍ଷକ ବିରଞ୍ଚି ସାହୁ । ଏହି ଅଧ୍ୟାପକ ଜଣଙ୍କର କାଣ୍ଡ ଏବେ ସାମ୍ନାକୁ ଆସିଛି । ଛାତ୍ରୀଙ୍କ ପ୍ରେମରେ ପଡ଼ି ଏଭଳି କାମ କରିଛନ୍ତି ଅଧ୍ୟାପକ । ଛାତ୍ରୀଙ୍କ ପାଖକୁ ଭିଡିଓ କଲ୍ ମଧ୍ୟ କରନ୍ତି । ଏହାସହ ଛାତ୍ରୀମାନଙ୍କୁ ସେ ଡାର୍ଲିଂ ଡାକନ୍ତି । ଏସବୁ ନେଇ ଏବେ ଛାତ୍ରୀମାନେ ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ।