ନିଜ ଲୋକଙ୍କୁ ଧୋକା ଦେଉଛନ୍ତି ଅପରାଜିତା! ମିତ୍ରକୁ କରୁଛନ୍ତି ଶତ୍ରୁ, ପରାଜୟର ନିକଟର, ଜାଣନ୍ତୁ ପୁରା ଖବର

 
Aparajita

ଏବେ ଅଡୁଆ ଘେରରେ ଅପରାଜିତା ଷଡ଼ଙ୍ଗୀ ! ନିର୍ବାଚନ ନାମ ଘୋଷଣା ହେବା ପରେ ରାଜନୀତିର ପାଶ ଟିକେ ଓଲଟି ଯାଇଛି । ଏପଟେ ଅପରାଜିତାଙ୍କୁ ସେପଟେ ମନ୍ମଥ । ଛକା ପଞ୍ଚା ରେ ଚାଲିଛି ରାଜନୀତି । କଂଗ୍ରେସ ଭୋଟ ହାତେଇବାକୁ ସମସ୍ତଙ୍କର ରହିଛି ବଡ ନଜର । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now
ଏପଟେ ପୁଣି ନିଜ ଲୋକ ଅପରାଜିତାଙ୍କର ବିରୋଧ କରିବା ଆରମ୍ଭ କରି ସାରିଲେଣି । ରାତି ଦିନ ଏକାଠି କରି ଅପରାଜିତାଙ୍କ ପଛେ ପଛେ ବୁଲୁଥିବା ଲୋକ ଆଜି ଅପରାଜିତାଙ୍କ ବିରୋଧୀ ଭାବେ ବାଇଟ୍ ଦେଉଛନ୍ତି । ଯାହାଙ୍କୁ ଦିନେ ଅପରାଜିତା ସମାଲୋଚନା କରୁଥିଲେ ସେ ଆଜି ଅପରାଜିତାଙ୍କର ପରମ ମିତ୍ର ପାଲଟିଛନ୍ତି । 
R
ଏଇ ଦେଖୁ ନାହାନ୍ତି , ପ୍ରଶାନ୍ତ ଜଗଦେବ ଯାହାଙ୍କୁ କାଲି ସକାଳେ ଅପରାଜିତା ଗୁଣ୍ଡା କହି ଜେଲ୍ ପଠାଇବା କଥା କହୁଥିଲେ ଆଜି ଦୁହିଁଙ୍କର ବେଶ୍ ଯୋଡ଼ି ଦେଖିବାକୁ ମିଳୁଛି । ଏପଟେ ପୁଣି ରଶ୍ମୀ, ଜୁଗାଂଶୁ ଏବଂ କାଳୁ ଯେଉଁମାନେ ବର୍ଷ ବର୍ଷ ଧରି ମାଡମ୍ ଙ୍କ ପଛରେ ବୁଲୁଥିଲେ, ଆଜି ପାଲଟି ଯାଇଛନ୍ତି ମାଡମ୍ ଙ୍କ ବିରୋଧୀ । 
ରଶ୍ମୀ କହିଛନ୍ତି ଅପରାଜିତାଙ୍କ ସାଙ୍ଗରେ ବୁଲି ତାଙ୍କ ବ୍ୟବସାୟ ବୁଡି ଯାଇଛି ।
ଅପରାଜିତା ତାଙ୍କୁ ବିଭିନ୍ନ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ କୌଣସି ବି ଗୋଟିଏ ରଖି ନାହାନ୍ତି । ଏପଟେ କାଳୁ ଙ୍କ କହିବା ଅନୁସାରେ ସେ ବର୍ଷରେ ବିଭିନ୍ନ ସ୍ଥାନରେ ନିଜ ହାତରୁ ପଇସା ଖର୍ଚ୍ଚ କରି ସଭା ସମିତିରେ ପ୍ରଚାର କରିଥିବା ବେଳେ ଶେଷରେ କିନ୍ତୁ ଅପରାଜିତା ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ । ଆହୁରି ମଧ୍ୟ ଜଗଦିଶ ଙ୍କୁ ଟିକେଟ ଦେବା କଥା କହି ନିରାଶ କରିଛନ୍ତି ଅପରାଜିତା ।