ମୋ ସହିତ ଶାରୀରିକ ସମ୍ପର୍କ ରଖି ଆଠଲକ୍ଷ ନେଇ ଫେରାର ହୋଇଗଲା, ମତେ ନ୍ୟାୟ ଦିଅନ୍ତୁ...

 
Kinner

ଆଜିକାଲି ଦୁନିଆରେ ଏଭଳି ଅନେକ ଯୁବକ ଆଉ ଯୁବତୀ ଅଛନ୍ତି ଯେଉଁମାନେ ପ୍ରେମ କରି ଏଭଳି ସବୁ କାମ କରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଅଭିଯୋଗ କ୍ରମେ ଏହି କିନ୍ନର ଜଣଙ୍କ ତାଙ୍କ ସାଙ୍ଗର ଭାଇକୁ ପ୍ରେମ କରୁଥିଲେ । କିନ୍ନର ଜଣଙ୍କୁ ତାଙ୍କ ସାଙ୍ଗର ଭାଇ ଏଭଳି ପରିସ୍ଥିତି ଆଣିଲେ ଯେଉଁଥିପାଇଁ ସେ ତାଙ୍କୁ ଭଲ ପାଉଛନ୍ତି କରିବେ ବୋଲି କହିଥିଲେ । ତାପରେ ସେମାନେ ପରସ୍ପରକୁ ବହୁତ ଭଲ ପାଇଲେ । ଆଉ ଭଲପାଇ ବହୁତ ଖୁସିରେ ଥିଲେ । ପରସ୍ପର ସହ ସେମାନେ ସମ୍ପର୍କରେ ବି ରହିଥିଲେ । 

ଏହି କିନ୍ନର ଜଣକ ଭଲପାଇ ଥିଲେ । ଆଉ ତାଙ୍କ ଭିତରେ ଅନେକ ଭଲପାଇବା ଥିଲା । ଏହି କିନ୍ନର ଜଣକ କିନ୍ନର ବୋଲି କଣ ତାଙ୍କର ହୃଦୟ ନାହିଁ । କିନ୍ନର ଜାଣି ମଧ୍ୟ ଏହି ଯୁବକ ଜଣକ ତାଙ୍କୁ ଭଲ ପାଇଥିଲେ । ତାଙ୍କ ଘର ଲୋକ ଜାଣିଲେ କିଛି ଅସୁବିଧା ହେବ ନାହିଁ ଏଭଳି ଅନେକ କଥା ଏହି ଯୁବକ ଜଣକ କହିଥିଲେ । ଯେତେବେଳେ ଏହି କିନ୍ନର ଜଣକ ବିବାହ କଥା କହୁଥିଲେ କିନ୍ତୁ ଏହି ୨୨ ତାରିଖରୁ ତାଙ୍କର କଣ ହେଲା ସେହି ଦିନ ଠାରୁ ଏହି ଯୁବକ ଜଣକ ଆଉ ବିବାହ କରିବେ ନାହିଁ ବୋଲି କହିଛନ୍ତି ।

Kinner

ଏହି ଯୁବକ ଜଣକ କିନ୍ନର ଜଣଙ୍କୁ ବହୁତ ଭଲ ପାଉଥିଲେ ଆଉ ତାଙ୍କ ପାଇଁ ହାତ କାଟି ଦେଇଥିଲେ । ଏବେ ଏହି ଯୁବକ ଜଣକ କିନ୍ନର ଜାଣି ତାଙ୍କ ସହ ଦୁଇବର୍ଷ ସମ୍ପର୍କରେ ରହିଲେ । ସେମାନେ ଏକାଠି ରହୁଥିଲେ । ଆଉ ଗୋଟିଏ ଘରେ ରହିଥିଲେ । ଆଉ ତାଙ୍କର ମନ ମିଶିଥିଲା । ସେମାନେ କୋର୍ଟ ବିବାହ କରିବାକୁ ଯାଇଥିଲେ । ଆଉ ଯୁବକ ଜଣକ କଲ୍ କରି କହିଥିଲେ ସେ କୋର୍ଟ ବିବାହ କରିବେ ଆଉ ଯେଉଁ ଦିନ ବିବାହ କରିବାର ଥିଲା ସେ ବିବାହ କରିବାକୁ ମନା କରିଲେ । 

ଆଉ ଏହା ପରଠାରୁ ଏହି ଯୁବକ ଜଣକର ଫୋନ୍ ଶ୍ଵିଚ ଅଫ । ଏହି ଯୁବକ ଜଣକ ଏହି କିନ୍ନର ଜଣକ ଠାରୁ ଅନେକ ଟଙ୍କା ନେଇଛନ୍ତି । ସେ ପ୍ରାୟ ୮ ଲକ୍ଷ ଟଙ୍କା ତାଙ୍କ ଠାରୁ ଲୁଟି ନେଇଥିଲେ । ଏବେ ଏହି ମାମଲାକୁ ନେଇ କିନ୍ନର ଜଣକ ଭଉଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଏହି ଘଟଣା ପଛରେ ଯୁବକ ଜଣକର ପରିବାର ଅଛନ୍ତି ବୋଲି କିନ୍ନର ଜଣକ କହିଛନ୍ତି । ଏବେ ମଧ୍ୟ ଏହି କିନ୍ନର ଜଣକ ସେହି ଯୁବକ ଜଣଙ୍କୁ ଭଲ ପାଉଛନ୍ତି । ଆଉ ଏବେ ତାଙ୍କ ଉପରେ ହୋଇଥିବା ଅନ୍ୟାୟରେ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି ।