୩ ନେତାଙ୍କ ୩ ଭିନ୍ନ ବିବାହ କାହାଣୀ, ଯାହା ଜାଣିଲେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ

 
Anubhav mohanty

ଏବେ ତିନି ରାଜନେତାଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ତିନି ନେତାଙ୍କର ତିନି କାହାଣୀ ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହିସବୁ ବିଷୟରେ ଆପଣମାନେ ଜାଣିପାରିବେ । ମାହାଙ୍ଗା ବିଧାୟକ ଶାରଦା ପ୍ରସନ୍ନ ପ୍ରଧାନଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ । ଏହି ନେତା ଜଣକ ଏଭଳି କିଛି କାମ କରିଛନ୍ତି ଯାହା ଚର୍ଚ୍ଚାକୁ ଆସିଛି । 

Sarada

ଏବେ ସେ ହାତ ରୁ ଦୁଇହାତ ହୋଇଛନ୍ତି । ସେ ଓଏଏସ କନ୍ୟାଙ୍କୁ ବିବାହ କରିଛନ୍ତି । ତାଙ୍କୁ ୪୮ ବର୍ଷ ହୋଇଥିଲା ଆଉ ସେ ବିବାହ କରିଛନ୍ତି । ସେ କହିଥିଲେ ବିଧାୟକ ନହେବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ । ଆଉ ଏବେ ସେ ୪୮ ବର୍ଷ ବୟସରେ କେନ୍ଦ୍ରାପଡ଼ା ଓଏସ ସିପ୍ରା ପ୍ରିୟଦର୍ଶିନୀଙ୍କୁ ବିବାହ କରିଛନ୍ତି । ଜଣେ ନେତା ହେଉଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ଏହି ନେତା କଂଗ୍ରେସ ଦଳର ପୂର୍ବତନ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ । ଏବେ ସେ ବର ବେଶରେ କନ୍ୟା ଘରକୁ ଯାଇଥିଲେ । ସେ ଭୁବନେଶ୍ୱରର ସଂସଦ ପ୍ରାର୍ଥୀ । 

Manmath Routray

ଏବେ ସେ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଛନ୍ତି । ସେ ପୂର୍ବରୁ ବିବାହିତ ଥିଲେ ଆଉ ଏବେ ଛାଡ଼ପତ୍ର ପରେ ଦ୍ଵିତୀୟ ବିବାହ କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ରୋଜାଲିନ ପଟ୍ଟନାୟକ । ଏବେ ଆଉ ଜଣେ ନେତାଙ୍କ ବିଷୟରେ ଜାଣି ରଖନ୍ତୁ । ଏହି ନେତା ଜଣକ ହେଉଛନ୍ତି ଅନୁଭବ ମହାନ୍ତି । ଅଭିନେତା ରୁ ରାଜନେତା ହୋଇଥିଲେ ଅନୁଭବ ମହାନ୍ତି । ଏବେ ସେ ଭାରତୀୟ ଜନତା ଦଳର ନେତା । ଏବେ ତାଙ୍କୁ ନେଇ ଅନେକ ଖବର ଆସୁଛି । 

Anubhav

ଏବେ ସୁପରଷ୍ଟାର ଅନୁଭବ ମହାନ୍ତି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ଅନେକ ସମୟ ଧରି ନ୍ୟାୟ ପାଇଁ ଲଢେଇ କରୁଥିଲେ । ଏବେ ସେ ଛାଡ଼ପତ୍ର ପାଇ ସାରିଛନ୍ତି । ଏବେ ସେ ବିବାଦ ମୁକ୍ତ ହୋଇ ଯାଇଛନ୍ତି । ତାଙ୍କ ବାପାଙ୍କର ମୃ-ତ୍ୟୁକୁ ଏକ ବର୍ଷ ପୁରିଗଲାଣି । ଆଉ ଏବେ ତାଙ୍କୁ ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । ଲେଖିକା, ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କୁ ସେ ଦ୍ଵିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । କେଉଁ ଦିନ ତାଙ୍କର ବିବାହ ହେଉଛି ସେହି ଖବର ଉପରେ ସମସ୍ତେ ନଜର ରଖିଛନ୍ତି । ଏଭଳି ହୋଇଗଲେ ଏହି ତିନି ନେତାଙ୍କ ତିନି କାହାଣୀ ଆହୁରି ରୋମାଞ୍ଚକର ଲାଗିବ ।