ସ୍ତ୍ରୀ ମାନେ କରନ୍ତୁ ଏହି ୧୦ କାମ, ସ୍ବାମୀ କେବେବି କରିବେନି ପରକୀୟା ପ୍ରୀତି, ସ୍ତ୍ରୀ ପାଇଁ ହେବେ ପାଗଳ

 
Stree swami

ବର୍ତ୍ତମାନ ସମୟରେ ବିବାହ ପରେ ପରକୀୟା ପ୍ରୀତି ଏକ ମହାମାରୀ ପରି ସମାଜରେ ମାଡ଼ି ଚାଲିଛି। ଅନେକ ମାତ୍ରାରେ ଏହି ପରକୀୟା ପ୍ରୀତି ବୈବାହିକ ଜୀବନକୁ ନଷ୍ଟ କରି ଦେଉଛି। ଯାହାର କ୍ଷତି ଗୋଟିଏ ନୁହେଁ ବରଂ ଦୁଇଟି ପରିବାରକୁ ଭୋଗ କରିବାକୁ ପଡୁଛି।

ଜ୍ଜି

ବିଶେଷ କରି ଗୋଟିଏ ସ୍ତ୍ରୀ ପାଇଁ ଏହା ଏକ ବେଶ୍ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହୋଇ ଥାଏ। ଗୋଟିଏ ସ୍ତ୍ରୀ ସାଧାରଣତଃ ଘରେ ରହିଥାଏ। ନିଜର ପରିବାର ଓ ପିଲା ଛୁଆଙ୍କ କଥା ବୁଝା ବୁଝି କରିଥାଏ।ଠିକ୍ ସେହି ସମୟରେ ଏକ ସ୍ଵାମୀ ଅଧିକାଂଶ ସମୟ ବାହାରେ ଅତିବାହିତ କରିଥାଏ। ତେଣୁ କରି ଗୋଟିଏ ସ୍ତ୍ରୀ ଅପେକ୍ଷା ସ୍ୱାମୀର ପରକୀୟା ପ୍ରୀତି ହେବା ସ୍ଵାଭାବିକ କଥା।

ତେବେ କଣ ଆପଣ ଜାଣନ୍ତି ଏହାର ସମାଧାନ କେବଳ ଆଉ କେବଳ ଗୋଟିଏ ସ୍ତ୍ରୀ ହାତରେ ହିଁ ରହିଥାଏ।ଯଦି ଗୋଟିଏ ସ୍ତ୍ରୀ ଚାହେଁ ତେବେ ସେ ନିଜ ସ୍ୱାମୀକୁ ପରକୀୟା ପ୍ରୀତିରୁ ଦୂରେଇ ରଖି ପାରିବ। ଯଦି ଆପଣଙ୍କ ମନରେ ବି ନିଜ ସ୍ବାମୀଙ୍କୁ ନେଇ ଏପରି ସନ୍ଦେହ ରହିଛି ତେବେ ଅଯଥା ମଠ ମନ୍ଦିର ନ ଯାଇ କିଛି ଏପରି କାମ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ସ୍ଵାମୀ ପୁଣି ଆପଣଙ୍କ ପାଖକୁ ଫେରି ଆସିବେ।

Swami stree

ତେବେ ଆସନ୍ତୁ ଜାଣିବା କଣ ରହିଛି ଏପରି କାମ ଯାହାକୁ କରିବା ଦ୍ଵାରା ଆପଣ ନିଜ ସ୍ବାମୀର ମନଲାଖି ହୋଇ ପାରିବେ। ଯେଉଁଥି ପାଇଁ ଆପଣଙ୍କ ସ୍ବାମୀ ଆଉ କାହାରି ଆଡ଼କୁ ବି ନଜର ପକାଇବେ ନାହିଁ।

ନିଜକୁ ସବୁବେଳେ ଆକର୍ଷିତ ରଖନ୍ତୁ। ନିଜର ହେୟାର୍ ଷ୍ଟାଇଲ ଓ ପୋଷାକର ଷ୍ଟାଇଲ କୁ ଟିକେ ବଦଳାନ୍ତୁ। ସ୍ଵାମୀ କଣ ଚାହୁଁଛନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ।ଓ ସ୍ଵାମୀଙ୍କ ଖୁସି ଓ ଇଚ୍ଛାକୁ ପୁରଣ କରିବାକୁ ଚେଷ୍ଟା କରନ୍ତୁ।ନିଜ ସ୍ଵାମୀ ସହିତ ଅଧିକରୁ ଅଧିକ ସମୟ ବିତାନ୍ତୁ। ଅଯଥା ଝଗଡ଼ା କରନ୍ତୁ ନାହିଁ। ସ୍ଵାମୀଙ୍କ ଅସୁବିଧାକୁ ଏକ ସାଙ୍ଗ ଭଳି ବୁଝିବାକୁ ଚେଷ୍ଟା କରନ୍ତୁ। ଅଯଥା ନିଜ ସ୍ଵାମୀ ଉପରେ ସନ୍ଦେହ କରନ୍ତୁ ନାହିଁ।