ଭୁଲରେ ବି କିନ୍ନରଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ଧନ ହାନି ସହ ମାଡି ଆସିବ ଘୋର ବିପଦ....

 
ଭୁଲରେ ବି କିନ୍ନରଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ଧନ ହାନି ସହ ମାଡି ଆସିବ ଘୋର ବିପଦ....

କିନ୍ନର ମାନଙ୍କ ସଂଖ୍ୟା ଆମ ଭିତରେ କ୍ରମାଗତ ଭାବେ ବୃଦ୍ଧି ପାଉଛି।  ବିବାହ କିମ୍ବା ଜନ୍ମ ବାର୍ଷିକୀରେ ଏମାନଙ୍କୁ ନିମନ୍ତ୍ରଣ କରାଯାଏ କାରଣ କିନ୍ନର ମାନଙ୍କୁ ମଙ୍ଗଲ ମୁଖୀ ବୋଲି ଆମ୍ଭର ସମ୍ପ୍ରଦାୟ ମାନିଥାଏ।  

କୁହାଯାଏ କିନ୍ନରଙ୍କ ଠୁ ଲୋକମାନେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ଏବଂ ସେମାନଙ୍କର ଅବାଞ୍ଛିତ ସମସ୍ୟା ଗୁଡ଼ିକ ସମାଧାନ ହୋଇଯାଏ। ବିଶ୍ୱାସ କରାଯାଏ କି କିନ୍ନର ସମ୍ପ୍ରଦାୟକୁ ଦାନ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ।  ସେଥିପାଇଁ ଲୋକମାନେ ଖୋଲାଖୋଲି ଭାବରେ ନପୁଂସକମାନଙ୍କୁ ଦାନ ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଜିନିଷ ଅଛି ଯାହା ନପୁଂସକମାନେ କେବେବି ଦାନ କରିବା ଉଚିତ୍ ନୁହେଁ ।ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଜିନିଷ କ’ଣ :-

  • କିନ୍ନର ଙ୍କୁ କଦାପି ଭୁଲ ରେ ବି ଷ୍ଟିଲର ବାସନ ଦାନ କରିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଘରର ସୁଖ ଏବଂ ଶାନ୍ତି ଦୂର ହୋଇଯାଏ |

  • ଘରର ଝାଡୁ କେବେ ବି କିନ୍ନର ଙ୍କୁ ଦାନ କରାଯିବା ଉଚିତ୍ ନୁହେଁ ଏହା ଦ୍ୱାରା ଲକ୍ଷ୍ମୀଙ୍କ ବାସ ଘରୁ ଶେଷ ହୋଇଯାଏ ।

  • କିନ୍ନର ମାନଙ୍କୁ ମଧ୍ୟ ପ୍ଲାଷ୍ଟିକ୍ ଦାନ କରିବା ଉଚିତ୍ ନୁହେଁ ।ଏହା ଘରର ଅଗ୍ରଗତି ବନ୍ଦ କରିଦିଏ।

  • ପୁରୁଣା ପୋଷାକ ମଧ୍ୟ କିନ୍ନର ମାନଙ୍କୁ ଦିଆଯିବା ଉଚିତ୍ ନୁହେଁ।

  • ଭୁଲ ରେ ବି କେବେବି କିନ୍ନର ମାନଙ୍କୁ ତେଲ ଦାନ କରନ୍ତୁ ନାହିଁ । ଏହା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ।