ଡେରିରେ ବିବାହ କଲେ ଶରୀରରେ ଦେଖାଦିଏ ଏହିସବୁ ଭୟଙ୍କର ସମସ୍ୟା, ଜାଣନ୍ତୁ ବାହା ହେବାର ସଠିକ୍ ସମୟ

ବିବାହ ଦୁଇଟି ହୃଦୟ ଓ ପରିବାରର ମିଳନ ଅଟେ। ବିଜ୍ଞାନ କହିବା ଅନୁସାରେ ବିବାହ ସବୁ ଲୋକଙ୍କୁ କରିବା ଦରକାର। ବିବାହ ଦ୍ଵାରା ମଣିଷଙ୍କ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିଥାଏ। ପ୍ରତ୍ୟେକ ବ୍ୟକ୍ତି ବିବାହ ଦ୍ଵାରା ନୂଆ ଜୀବନ ଆରମ୍ଭ କରିଥାଏ। ତେବେ ବିଜ୍ଞାନ ଅନୁସାରେ ବାହାଘର ହେବା ପାଇଁ ସଠିକ ବୟସ ସୀମା କେତେ ହେବା ଆବଶ୍ୟକ ଆସନ୍ତୁ ଜାଣିବା- ବିଜ୍ଞାନ କହିବା ଅନୁସାରେ ଯୁବତୀ ମାନଙ୍କ ବାହାଘର କରିବାର ସଠିକ ସମୟ ହେଉଛି
 
ଡେରିରେ ବିବାହ କଲେ ଶରୀରରେ ଦେଖାଦିଏ ଏହିସବୁ ଭୟଙ୍କର ସମସ୍ୟା, ଜାଣନ୍ତୁ ବାହା ହେବାର ସଠିକ୍ ସମୟ

ବିବାହ ଦୁଇଟି ହୃଦୟ ଓ ପରିବାରର ମିଳନ ଅଟେ। ବିଜ୍ଞାନ କହିବା ଅନୁସାରେ ବିବାହ ସବୁ ଲୋକଙ୍କୁ କରିବା ଦରକାର। ବିବାହ ଦ୍ଵାରା ମଣିଷଙ୍କ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିଥାଏ। ପ୍ରତ୍ୟେକ ବ୍ୟକ୍ତି ବିବାହ ଦ୍ଵାରା ନୂଆ ଜୀବନ ଆରମ୍ଭ କରିଥାଏ। ତେବେ ବିଜ୍ଞାନ ଅନୁସାରେ ବାହାଘର ହେବା ପାଇଁ ସଠିକ ବୟସ ସୀମା କେତେ ହେବା ଆବଶ୍ୟକ ଆସନ୍ତୁ ଜାଣିବା-

ଡେରିରେ ବିବାହ କଲେ ଶରୀରରେ ଦେଖାଦିଏ ଏହିସବୁ ଭୟଙ୍କର ସମସ୍ୟା, ଜାଣନ୍ତୁ ବାହା ହେବାର ସଠିକ୍ ସମୟ

ବିଜ୍ଞାନ କହିବା ଅନୁସାରେ ଯୁବତୀ ମାନଙ୍କ ବାହାଘର କରିବାର ସଠିକ ସମୟ ହେଉଛି ୨୫ ରୁ ୩୦ ବର୍ଷ ଓ ଏହି ବୟସରେ ବାହାଘର ହେଲେ ଯୁବତୀ ମାନଙ୍କ ସ୍ଵାସ୍ଥ୍ୟ ଓ ଆଗ ପୀଢ଼ିଙ୍କ ସ୍ବାସ୍ଥ୍ୟ ମଧ୍ୟ ପାଇଁ ଭଲ ହୋଇଥାଏ କାରଣ ଏହି ବୟସରେ ଯୁବତୀ ମାନଙ୍କ ଶରୀରରୁ ଶକ୍ତିଶାଳୀ ହରମୋହନ କ୍ଷରଣ ହୋଇଥାଏ। ଯାହା ଦ୍ୱାରା ଯୁବତୀ ମାନଙ୍କର ଶାରୀରିକ ଓ ମାନସିକ ସ୍ଥିତି ଭଲ ହୋଇଥାଏ ତେଣୁ ଯୁବତୀ ମାନଙ୍କୁ ମା ହେବା ପାଇଁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ି ନଥାଏ ଓ ୩୫ ରୁ ୪୦ ବର୍ଷ ମଧ୍ୟରେ ଯୁବତୀ ମାନଙ୍କ ଶରୀରରେ ହରମୋହନ ପରିମାଣ କମିବାରେ ଲାଗେ।

ଡେରିରେ ବିବାହ କଲେ ଶରୀରରେ ଦେଖାଦିଏ ଏହିସବୁ ଭୟଙ୍କର ସମସ୍ୟା, ଜାଣନ୍ତୁ ବାହା ହେବାର ସଠିକ୍ ସମୟ

ବିଜ୍ଞାନ ଅନୁସାରେ ଯୁବକ ମାନେ ୨୮ରୁ ୩୨ ବର୍ଷ ମଧ୍ୟରେ ବିବାହ କରିବା ଉଚିତ। ଏହି ସମୟରେ ପୁଅମାନେ ଶାରୀରିକ ଓ ମାନସିକ ଭାବରେ ପୁରାପୁରି ଫିଟ ଥାଆନ୍ତି। ଏହି ବୟସରେ ମଧ୍ୟ ଝିଅମାନଙ୍କ ପରି ପୁଅମାନଙ୍କ ମଧ୍ୟ ଶକ୍ତିଶାଳୀ ହରମୋହନ ଓ ବୀର୍ଯ ଉଚ୍ଚ ଗୁଣବତ୍ତା ହୋଇଥାଏ ଫଳରେ ଏହି ସମୟରେ ବାପା ହେବ ପାଇଁ କୋୖଣସି ସମସ୍ୟା ଦେଖା ଯାଏ ନାହିଁ। ପୁରୁଷମାନେ ଅଧିକ ବୟସରେ ବାହା ହେଲେ ସେମାନେ ନିଜ ପାର୍ଟନରଙ୍କୁ ଠିକ ଭାବେ ସେକ୍ସ ସନ୍ତୁଷ୍ଟି କରିପାରନ୍ତି ନାହିଁ। ଯାହା ଦ୍ଵାରା ସେମାନଙ୍କ ସମ୍ପର୍କରେ ଖରାପ ପ୍ରଭାବ ପକାଇ ଥାଏ। ସେଥିପାଇଁ ଠିକ ବୟସରେ ବିବାହ କରିବା ଜରୁରୀ ଅଟେ।