ଯୌନ ସମ୍ପର୍କ ସ୍ଥାପନ ସମୟରେ କରୁଛନ୍ତି କି ଏହି ଭୂଲ ? ନଚେତ୍ ଆଜୀବନ ପସ୍ତେଇ ପାରନ୍ତି !

 
Saririaka samparaka

ଯୌନ ସମ୍ପର୍କ ସ୍ଥାପନ କରିବା ବେଳେ ଭୂଲରେ ବି କରନ୍ତୁ ନାହିଁ ଏପରି କୌଣସି କାର୍ଯ୍ୟ , ଯେଉଁଥି ପାଇଁ ଆପଣଙ୍କୁ ଆଜୀବନ ପସ୍ତାଇବାକୁ ପଡ଼ିବ । ଯୌନ ସମ୍ପର୍କ ସ୍ଥାପନ କରିବା ହୁଏ ତ ଆପଣଙ୍କ ପାଇଁ ସହଜ କାମ ଲାଗୁ ଥାଇପାରେ । କିନ୍ତୁ ଏହି ସମୟରେ ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବା ଉଚିତ୍ । ନଚେତ୍ ଏହା ଆପଣଙ୍କ ଜୀବନକୁ ନଷ୍ଟ କରି ଦେଇପାରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଯୌନ ସମ୍ପର୍କ ସ୍ଥାପନକୁ ନେଇ ଜାଣନ୍ତୁ କେତେକ ସତର୍କ ନିୟମାବଳି......

Saririka samparka

* ଯୌନ ସମ୍ପର୍କ ସ୍ଥାପନ କରିବା ସମୟରେ କଣ୍ଡୋମ୍ ର ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ HIV ସଂକ୍ରମଣରୁ ରକ୍ଷା କରିଥାଏ । ଏହା ସହିତ ଅବିବାହିତ ମାନଙ୍କୁ ଏହାର ବ୍ୟବହାର ଗର୍ଭଧାରଣ ମଧ୍ୟ ମାରି ନଥାଏ ।

* ଯଦି ଆପଣ ଯୌନ ସମ୍ପର୍କ ସ୍ଥାପନ ପାଇଁ ଇଛୁକ ନାହାନ୍ତି ତେବେ ଜୋର୍ ଜବରଦସ୍ତ ବା ବାଧ୍ୟତାମୂଳକ ଭାବେ ସମ୍ପର୍କ ରଖନ୍ତୁ ନାହିଁ ।

* ପ୍ରତିଦିନ ଏହି କାର୍ଯ୍ୟରେ ଲିପ୍ତ ରହିବା ଏକ ବ୍ୟକ୍ତିର ଶାରୀରିକ , ମାନସିକ ଏବଂ ବ୍ୟକ୍ତିଗତ ଉନ୍ନତିରେ ମଧ୍ୟ ବାଧା ସୃଷ୍ଟି କରିଥାଏ ।

* ଏକାଧିକ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରୁଥିଲେ ସାବଧାନ ରୁହନ୍ତୁ । କାରଣ ଏହା ସଂକ୍ରମଣର ଆଶଙ୍କା ବେଶ୍ ବଢାଇଥାଏ । ଏବଂ ହୁଏ ତ ଏହା HIV ମଧ୍ୟ ହୋଇପାରେ ।